Crime

ପୂର୍ବ ଶତ୍ରୁତା ରୁ ଫସିଲେ ଯୁବକ ଢେଙ୍କାନାଳ ଅବକାରୀ ବିଭାଗ ଦ୍ଵାରା 44କେଜି ଗଞ୍ଜୈଇ ଜବତ୍।

ଢେଙ୍କାନାଳ:୧୬.୦୨.୨୦୨୩ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଣ୍ଡ ବିନ୍ଧା ଅଞ୍ଚଳ ର‌ କିଛି ଦୂରରେ ତାମିଣ୍ଡା ଠାରେ ଥିବା ଏକ ଫ୍ରାମ ହାଉସ୍ ରେ ଚାଢାଉ କରି ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ 44 kg ଗଞ୍ଜେଇ ଜବତ କରିଛି । କିନ୍ତୁ ଗିରଫ ହୋଇଥିବା ଅଶୋକ ରାଉତ ନାମକ ବ୍ୟକ୍ତି ଗୁହାରୀ କରି କହିଛନ୍ତି ଯେ ତାଙ୍କୁ ଫସେଇ ଦିଆ ଯାଇଛି , ଏବଂ ସତ କଣ ପୋଲିସ ତଦନ୍ତ ଜାରି ରଖିଛି, ତେବେ ଦେଖିବାକୁ ବାକି ରହିଲା ସତରେ କଣ ଅଶୋକ ଗଞ୍ଜେଇ ବେପାର କରୁଥିଲା ନା ତାକୁ ତାର ପୂର୍ବ ଶତ୍ରୁମାନେ ଫସେଇ ଦେଇଛନ୍ତି । କେବଳ ଆଇନ ଚାହିଁଲେ ହିଁ ସତ କଣ ଜଣା ପଡିବ ।

ଢେଙ୍କାନାଳ ରୁ ସମର୍ଥ News ରିପୋର୍ଟ

Related Articles

Back to top button