Sports
ଦ୍ଵିତୀୟ ପୁଷ୍ପଲତା ବିହାରୀ ମେମୋରିଆଲ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଓ ଉଦଯାପନ


ଢେଙ୍କାନାଳ ତା ୧୫.୦୨.୨୦୨୩ ଢେଙ୍କାନାଳ ଜିଲ୍ଲା ସଦର ମହକୁମାର ବଳଦିଆବନ୍ଧ ପଞ୍ଚାୟତ କୁରୁମତାଙ୍ଗର ଗ୍ରାମ ରେ ଦ୍ଵିତୀୟ ପୁଷ୍ପଲତା ବିହାରୀ ମେମୋରିଆଲ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଓ ଉଦଯାପନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମ ରେ ଓଲିଉଡ ର କଳାକାର ମାନେ ଅତିଥି ଭାବରେ ଯୋଗଦେଇ ଦେଇଥିଲେ। ଏହି କାର୍ଯକ୍ରମ ରେ ଏଲିନା, ରିୟା, ପୁପିନ୍ଦର, ଅମ୍ଳାନ, ଦେବଯାନୀ ଓ ସୂର୍ୟମୟୀ ଯୋଗଦେଇ ବିଜେତା ପ୍ରତିଯୋଗୀ ଦଳ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ। କୁରୁମଟାଙ୍ଗର ର ଡାଇମଣ୍ଡ କ୍ଳବ୍ ଆୟୋଜନ କରିଥିଲେ। ବହୁ ସଂଖ୍ୟାରେ ଖେଳ ପ୍ରେମୀ ମାନେ ପଡିଆ ରେ ରହି ଓଲିଉଡ କଳାକାର ମାନଙ୍କୁ ଦେଖିବା ପାଇଁ ଭିଡ ଜମାଇଥିଲେ।
ଢେଙ୍କାନାଳ ରୁ ସମର୍ଥ News ରିପୋର୍ଟ




