Breaking News

ଠୋକର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ ପିଛା ଅର୍ଥ ଆଦାୟ

ଠୋକର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ ପିଛା ଅର୍ଥ ଆଦାୟ କରି ମଧ୍ୟ ଯାଉ ନାହିଁ ମୁଁହ ଟାଣ ଗ୍ରେଭ ।ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜିଲ୍ଲାରେ ଯୋଗାଣ ବିଭାଗରେ ରାସନ୍ କାର୍ଡ କରେଇ ଦେବା ନାମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁ ଛନ୍ତି ଅର୍ଥ କଲେଶନ ।ଠକର ପଞ୍ଚାୟତରେ ନୂଆ ପାଇବାକୁ ଥିବା ରାସନ୍ କାର୍ଡ ପିଛା ୨ ରୁ ୫ ହଜାର ଟଙ୍କା ୫୦ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଠୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଦାୟ କରୁ ଥିବା ଅଭିଯୋଗ।ଠକର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ କାର୍ଡ ପିଛା ଟଙ୍କା ଆଦାୟ କରୁଥିବା ମାନିଲେ ହିନ୍ଦୋଳ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇ ଥିବା ଜଣାଇଲେ ବିଡ଼ିଓ।

Related Articles

Back to top button