Breaking News

୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତର ରହିଥିବାବେଳେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ଚର୍ଚ୍ଚା ରେ

ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ପରେ ନୂଆପଡା ନିର୍ବାଚନ ମଣ୍ଡଳୀରେ ହୋଇଛି ଉପନିର୍ବାଚନ । ଏହି ନିର୍ବାଚନ ରେ ସର୍ବମୋଟ ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତର ରହିଥିବାବେଳେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ଚର୍ଚ୍ଚା ରେ ରହିଥିଲେ। ଏହି ସମୟରେ ଜଣେ ସ୍ବାଧିନ ପ୍ରାର୍ଥୀ ବିଜେପି ଦଳରେ ସାମିଲ ହୋଇଥିଲେ । ଏହି ହାଇଭୋଲ୍ଟେଜ ଉପନିର୍ବାଚନର ମତଦାନ ପ୍ରକ୍ରିୟା ଆଜି ସାନ୍ତି ସୃଙ୍ଖଳା ସହିତ ସମାପ୍ତ ହୋଇଯାଇଛି । ସୂଚନା ମୁତାବକ ଭୋଟ ଡ୍ୟୁଟିରେ ଥିବା ଦୁଇଜଣ ଶିକ୍ଷକଙ୍କ କିଛି ତୃଟିପୂର୍ଣ୍ଣ କାର୍ଯ୍ୟପାଇଁ ନିଲମ୍ବିତ ହୋଇଛନ୍ତି । ଏହି ଉପନିର୍ବାଚନରେ ସମସ୍ତ ମତଦାତା ଉତ୍ସାହିତ ହୋଇ ମତଦାନ କରିଥିଲେ । ମତଦାନ କୁ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ତରଫରୁ ମତଦାତାଙ୍କ ପାଇଁ ବହୁତ କିଛି ସୁବିଧା କରାଯାଇଥିଲା । ବିପୁଳ ମାତ୍ରାରେ ସୁରକ୍ଷା ବାହିନୀ ଙ୍କ ଉପସ୍ଥିତିରେ ନୂଆପଡା ଉପନିର୍ବାଚନ ର ମତଦାନ ଶେଷ ହୋଇଛି ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Related Articles

Back to top button