Health

ୟୁଥ୍ କ୍ଳବ୍ ପଟଲା ଗ୍ରାମରେ ବିଶାଳ ରକ୍ତ ଦାନ ଶିବିର ଆୟୋଜନ ଆୟୋଜନ

ଢେଙ୍କାନାଳ:୦୫.୦୨.୨୦୨୩

ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପାଟଲା ଗ୍ରାମରେ ୟୁଥ୍ କ୍ଳବ୍ ଜରିଆରେ ଏକ ବିଶାଳ ରକ୍ତ ଦାନ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରାଯାଇଥିଲା। ଉକ୍ତ ରକ୍ତ ଦାନ ଶିବିର ରେ ୫୫ ଜଣ ସ୍ଵେଚ୍ଛାକୃତ ରକ୍ତ ଦାନ କରିଥିଲେ। ଶ୍ରୀ ବିରଞ୍ଚି ନାରାୟଣ ସାହୁ , ସରପଞ୍ଚ ଶିବିର କୁ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ଓଡ଼ିଶା ରକ୍ତ ଭଣ୍ଡାର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ  ଆସି ସୁଚାରୁ ରୂପେ ସମ୍ପାଦନା କରିଥିଲେ।

ଢେଙ୍କାନାଳ ରୁ ସମର୍ଥ News

Related Articles

Back to top button