Sports
ଆନ୍ତ ମହାବିଦ୍ୟାଳୟ ସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା,

ଆଜି ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆ ଠାରେ ଦୁଇ ଦିନ ବ୍ୟାପି ଉଭୟ ବାଳକ ଓ ବାଳିକା ଆନ୍ତ ମହା ବିଦ୍ୟାଳୟ ସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି, 10ଗୋଟି ମହାବିଦ୍ୟାଳୟ ର ଉଭୟ ବାଳକ ଓ ବାଳିକା ମିଶି ମୋଟ 20ଟି ଦଳ ଏଥିରେ ଭାଗ ନେଇଛନ୍ତି, ଆଜି ଉଦଘାଟନୀ ମ୍ୟାଚ ରେ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆ ର ଉଭୟ ବାଳକ ଓ ବାଳିକା ଦଳ ଚିତା କର୍ଷକ ଖେଳ ପ୍ରଦର୍ଶନ କରି ଫାଇନାଲ ମ୍ୟାଚ କୁ ଉତୀର୍ଣ୍ଣ ହୋଇଛନ୍ତି, ଉଦଘାଟନୀ ଉତ୍ସବ ରେ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ର ଅଧକ୍ଷଶ୍ରୀଯୁକ୍ତ ମନୋଜ ମିଶ୍ର ମୁଖ୍ୟ ଅତିଥି ଓ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ସମ୍ପାଦକ ରମେଶ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ଅଧ୍ୟାପକ ତୁଷାର କାନ୍ତି ମଞ୍ଚ ପରିଚାଳନା ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ଓ ପ୍ରଦୀପ୍ତ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ, ଭବାନୀ ଶଙ୍କର ସେନାପତି ହରିହର ବିଶ୍ୱାଳ ମନୋଜ ସାହୁ ସର୍ବେଶ୍ୱର ନାଥ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ,