ଲକ୍ଷ୍ମୀ ପୂଜା ଅବସରରେ ରକ୍ତଦାନ ଶିବିର ୬ ମହିଳାଙ୍କ ସମେତ ୪୪ ଜଣ ରକ୍ତଦେଲେ ।

ବୌଦ୍ଧ-୦୧/୧୧-(ହୃଦାନନ୍ଦ ମେହେର)-ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ମା ଲକ୍ଷ୍ମୀ ପୂଜା ଅବସରରେ ଶୁକ୍ରବାର ,ସମ୍ବାଦ ଅ।ମ ଓଡ଼ିଶା, ଓ ମା ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୪୪ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଅହି ଅବସରରେ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ। ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା କମିଟି ସଭାପତି ଯୁଗଳ ମେହେର, ସମ୍ପାଦକ ମନୋଜ ସାହୁ,ଅଜିତ ମେହେର,ଓ ସୁଶିଲ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିବିର କୁ,ସମ୍ବାଦ, ମନମୁଣ୍ଡ। ପ୍ରତିନିଧି ଅକ୍ରୁର ବେହେରା ସଂଯୋଜନା କରିଥିଲେ।ସୋନପୁର ରକ୍ତଭଣ୍ଡାର ଡାକ୍ତର – ଗୌରୀଶଙ୍କର ମେହେର ,ଜଗତ ଧରୁୱନ୍, ସୁଦାମ ବିଶ୍ଵାଳ, ଯୁଧିଷ୍ଟିର ନାଏକ , ଟଙ୍କଧର କୁଅଁର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରଭାତ ମେହେର, ଦଶରଥ ସେଠୀ ,ଅର୍ଜୁନ ମଲ୍ଲିକ ,ସୁଦାମ ମଲ୍ଲିକ,ଚନ୍ଦନ ମେହେର, କମିଟିର ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।ଅନିଲ ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ ।ରକ୍ତଦାତା ଜୀବନଦାତା – ଖୁସିମ ୟୀ ମହାନ୍ତି ,ଚନ୍ଦ୍ରିକା ମଲ୍ଲିକ, ସସ୍ମିତା ପାତ୍ର, ପୁଷ୍ପାଞ୍ଜଳି ମେହେର, ଆଶା ସେନାପତି,ରିଙ୍କି ସେଠୀ ,ପିନ୍ଟୁ ସେଠୀ,ନାରାୟଣ ମେହେର,ଦୁଃଶାସନ ସାହୁ,ସରୋଜ ମେହେର,କାଂହେଇ ନାଏକ,ସତ୍ୟ ମେହେର,ମିଥୁନ ପାଣ୍ଡେ,ଅମିତ୍ ବାଘ,ରାଧେଶ୍ୟାମ ମେହେର,ସୁଶିଲ ମେହେର, ରୀଙ୍କୁ ମହାପାତ୍ର, ହେମନ୍ତ ସାହୁ,ଦିବ୍ୟ ମେହେର, ଜୀବିତ ମହାନ୍ତି,ସୁରଜ୍ ମଲ୍ଲିକ,ଚିକୁନୁ ସେନାପତି,ନାରାୟଣ ମେହେର।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ