Health

ମାଗଣା ଚକ୍ଷୁ ଚିକିତ୍ସା ଶିବିର


Report -କାର୍ତିକ ରାଉତ

-ଛତିଆ ସ୍ଥିତ ଜଗନ୍ନାଥ ଆଇ ହସ୍ପିଟାଲ ପକ୍ଷରୁ ଆଜି ଛତିଆ ଗ୍ରାମ ପଂଚାୟତ କାର୍ଯାଳୟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି, ସରପଞ୍ଚ ରମେଶ ପୃଷ୍ଟି ଏହି ଶିବିର କୁ ଉଦଘାଟନ କରିଥିଲେ,50ଜଣ ରୋଗୀଙ୍କ ଆଖି ପରୀକ୍ଷା କରାଯାଇ ମାଗଣା ରେ ଔଷଧ ପତ୍ର ବଣ୍ଟନ କରାଯାଇଥିଲା, ଅନ୍ୟ 10ଜଣ ରୋଗୀଙ୍କୁ ମୋତିଆ ବିନ୍ଦୁ ଚି଼ହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର ପଠାଯାଇଥିଲା, ସେଠାରେ ରୋଗୀ ମାନଙ୍କର ଗ୍ରସ୍ତ ଖର୍ଚ୍ଚ ଖାଇବା ପିଇବା ରହିବା ଅପରେସନ, ଔଷଧ ପତ୍ର ଓ ଚଷମା ଆଦି ମାଗଣାରେ ଦିଆଯିବ ବୋଲି କହି ଛନ୍ତି ଡାକ୍ତର ଏସ କେ ସରୋଜ, ଏହି ଶିବିର କୁ ପରିଚାଳନା କରିଥିଲେ,ଓ ଟି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା, ସହଯୋଗ କରିଥିଲେ ଜଗନ୍ନାଥ ହସ୍ପିଟାଲ ର କର୍ମ ଚାରି ମମ ଜେନା କବିତା ପଣ୍ଡା ତପନ ରାଉତ

Related Articles

Back to top button