Health

ସତ୍ୟ ସାଇ ସେବା ସମିତି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

-ସାଇ ସେବା ସମିତି, ପଲେଇ, କେନ୍ଦ୍ରାପଡ଼ା ପକ୍ଷରୁ ଆଜି ଛତିଆ ସେବକ ଜରା ନିବାସ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି, ଶିକ୍ଷା ବିତ ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ, ଶିକ୍ଷାବିତ ମନ୍ଦର ଧର ସ୍ୱାଇଁ, ଭରତ କୁମାର ବେହେରା ଓ ଅଶୋକ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦାନକରି ରୋଗୀ ମାନଙ୍କୁ ଉତ୍ସାହିତ କରାଇଥିଲେ, ଅନୁଷ୍ଠାନ ର ଅଧକ୍ଷ ସୁରେଶ ବିଶ୍ୱାଳ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ଶିବିର ରେଡାକ୍ତର ବିରଞ୍ଜନ ସ୍ୱାଇଁ ଓ ଡାକ୍ତର ସବ୍ୟସାଚୀ ଦାଶ 130ଜଣ ରୋଗୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ରେ ଔଷଧ ପତ୍ର ବଣ୍ଟନ କରିଥିଲେ,ସତ୍ୟସାଇ ସେବା ସମିତି ର ମୁଖ୍ୟ ପ୍ରଶାନ୍ତ କୁମାର ସାମଲ ଫାର୍ମାସିଷ୍ଟ ରାଧା ବଲ୍ଲଭ ପୃଷ୍ଟି ଶିବିର ପରିଚାଳନା କରିଥିଲେ, ଅନ୍ୟ ମାନେ ସହଯୋଗ କରିଥିଲେ, ସମସ୍ତ ଅସହାୟ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଓ ମାନସିକ ବିକାର ଗ୍ରସ୍ତ ଲୋକ ମାନଙ୍କ ର ନାରାୟଣ ସେବା କରାଯାଇଥିଲା,

Related Articles

Back to top button