Sports

ଶୁକନେଇ ବସ୍ତି ଆନୁକୂଲ୍ୟ ରେ ଦୁଇ ଦିନିଆ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

ନିଶ୍ଚିନ୍ତ କୋଇଲି ବ୍ଲକ ଆନ୍ତର୍ଗତ ଶୁକନେଇ ବସ୍ତି ଆନୁକୂଲ୍ୟ ରେ ଦୁଇ ଦିନିଆ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି, ପ୍ରଥମ ଦିନ 4 ଟି କ୍ଵାଟର ଫାଇନାଲ ମେଚରେ, 1, Jcb ଫୂଟବଲ ଦଳ, 2,ଜଗତସିଂପୁର ଫୂଟବଲ କ୍ଲବ , 3, ବିସନ ପୁର ୟୁଥ କ୍ଳବ ଓ 4. ଆଜ଼ାଦ ହିନ୍ଦ ଲାଇବ୍ରେରୀ, କାଜି ମହଲ୍ଲା, ସେମି ଫାଇନାଲ ଖେଳିବା ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ,
11-08-2024,ପ୍ରଥମ ସେମିଫାଇନାଲ jcb କ୍ଲବ ଓ ବିଷନପୁର ୟୁଥ କ୍ଲବ ମଧ୍ୟରୁ
ବିଷନପୁର ଫାଇନାଲ ଖେଳିବା ପାଇଁ ବିବେଚିତ ହୋଇ ଥିଲା.ଦ୍ୱତୀୟ ସେମିଫାଇନାଲ.
ଜଗତସିଂହପୁର FC ଓ ଆଜ଼ାଦ ହିନ୍ଦ କାଯିମହଲା ମଧ୍ୟରୁଜଗତସିଂହପୁର FC ଫାଇନାଲ ଖେଳିବା ପାଇଁ ବିବେଚିତ ହୋଇଥିଲା ଚୂଡାନ୍ତ ଫାଇନାଲ ମେଚ ଖେଳରେ ବିଷନପୁର ୟୁଥ କ୍ଲବ ଟାଇବ୍ରେକାର ରେ 5-4 ଗୋଲ ରେ ବିଜୟୀ ହୋଇ ଟ୍ରଫି 8000 ନଗଦ ଟଙ୍କା ପୁରସ୍କାର
ଥିବା ବେଳେ, ଜଗତସିଂହପୁର FC Runners up ଟ୍ରଫି ସହ 5000 ନଗଦ ଟଙ୍କା ପୁରସ୍କାର ପାଇଥିଲେ। ଖେଳକୁ ଉଦଘାଟନ କରିଥିଲେ ସେଖ ଖେରୁଦିନ ex ସର୍ଦାର ବସ୍ତି ଶୁକନେଇ, ସେଖ ଆଲେରାସୁଲ, ଶୁକନେଇ ଟ୍ରଡର୍ସ, ମିରଜ଼ା ଇସ୍ତେୟଆକ ବେଗ, ସର୍ଦାର ବସ୍ତି ଶୁକନେଇ, ସେଖ ନୁରୁଲ ହକ ପୂର୍ବତନ ସର୍ଦାର ବସ୍ତି ଶୁକନେଇ। ଟୁର୍ନାମେଣ୍ଟ ପରିଚାଳନା କଲେ
ସେଖ ହଫିଜ଼ ଅହମଦ ଓ ସେଖ ହେଦାର ଅଲି ୟଙ୍ଗ ଷ୍ଟାର ଶୁକନେଇ କମେଣ୍ଟ୍ରି ରେ ସେଖ ଜା୍ବେଦ ହୋସେନ AMPM ଶୁକନେଇ, ମୁଖ୍ୟ ଅତିଥି, ସେଖ ଗୋଲାମ ମୂର୍ତଜା , ଅଧ୍ୟକ୍ଷ ବୈତୁଲ ମାଲ ୱେଲଫେୟାର ଫୋୖଣ୍ଡେସନ ଶୁକନେଇ, ମୁଖ୍ୟ ଇନଭେଷ୍ଟର ସେଖ ସାଦିକ, ସେଖ ରିୟାଜ, ହସିମୁଦ୍ଦିନ ଖାନ, ମିରଜ଼ା କାମିଲ ବେଗ, ଉପଦେଷ୍ଟା ଓ ସାମ୍ବାଦିକ
ସେଖ ସନାୱାର ଅଲି, Chairman Minority Welfare Society (JKC) ଖେଳ ପରିଚାଳନା କରିଥିଲେ ରେଫରୀ 1. ସକଳେନ ଖାନ 2. ସେଖ ନିଜ଼ାମ ଓ 3. ମୋକିମ ଖାନ

ନିଶ୍ଚିତକୋଇଲି ବ୍ଲକରୂ ଆଲେରସୁଲଙ୍କ ରିପୋର୍ଟ, ସମର୍ଥ ନିୟୁଜ ଓଡିଶା

Related Articles

Back to top button