Health

ସ୍ୱାସ୍ଥ୍ୟ ଚିକିତ୍ସା ପରାମର୍ଶ ଶିବିର

ତା -08-08-2024 ରିଖ ଗୁରୁବାର ଦିନ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଗ୍ରାମ ପଞ୍ଚାୟତ ପରିଶର ରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ରମେଶ ପୃଷ୍ଟି ଙ୍କ ସହଯୋଗ ରେ ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ର ଆୟୋଜନ ରେ ଏହି ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ପରାମର୍ଶ ଶିବିର ଆୟୋଜନ ହୋଇଥିଲା। ଛତିଆ ଓ ଆଖ ପାଖ ଅଞ୍ଚଳରୁ ଲୋକମାନେ ଉପସ୍ଥିତ ରହି ଡାକ୍ତର ଙ୍କ ପରାମର୍ଶ କରିବା ସହିତ ମେଡିସିନ ମଧ୍ଯ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମେଡିସିନ ଡାକ୍ତର ଦୀପକ ପାଢ଼ୀ,, ଆଇ ସ୍ପେଶଲିଷ୍ଟ୍ m,s Mayuri,,,, ଅସ୍ଥି ଓ ଶଲ୍ୟ ବିଭାଗର ଡାକ୍ତର ଆଶୁତୋଷ ଦାସ ଓ ମୁଖ୍ୟ ପ୍ରୋଜଯକ୍,, ରାଜକିଶୋର ଦାସ, ଗୁରୁଦତ ଲଲାଟେନ୍ଦୁ ସାମଲ ଏବଂ ନର୍ସିଂଷ୍ଟାଫ,, ଫାର୍ମାସିଷ୍ଟ,, ଟେଷ୍ଟ ଟେକ୍ନିସିଆନପ୍ରମୁଖ ଉପସ୍ଥିତ ଥିଲେ।।
ବଡ଼ଚଣା ରୁକାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button