Health
କୃଷ୍ଣାନନ୍ଦ ପୁର ତା 01-07-2024, ଦିବା 11 ଘଟିକା ସମୟରେ ଏକ Pain Management camp ଆୟୋଜିତ ହୋଇଥିଲା


କୃଷ୍ଣାନନ୍ଦ ପୁର ତା 01-07-2024, ଦିବା 11 ଘଟିକା ସମୟରେ ଏକ Pain Management camp ଆୟୋଜିତ ହୋଇଥିଲା ମୁଖ୍ୟ ଅତିଥି ପ୍ରଫେସର ଡାକ୍ତର Mohammad Akhtar:Parwez, Head of kolkata unani medical college and Hospital,west Bengal,
ଡାକ୍ତର ମହାଶୟ, ମଣିଷ ଶାରୀରିକ ଯନ୍ତ୍ରଣା ବିଷୟ ରେ ରୋଗୀ ମାନଙ୍କୁ ବୁଝାଇଥିଲେ,ସର୍ବ ଶେଷରେ ଅଣ୍ଟା ଯନ୍ତ୍ରଣା ପାଉଥିବା ରୋଗୀମାନଙ୍କୁ ଗୋଟିଏ ଗୋଟିଏ ଉଚ୍ଚ ମାନର ଅଣ୍ଟା ବେଲ୍ଟ,ମାଗଣାରେ ପ୍ରଦାନ କରିଥିଲେ,ବେଲ୍ଟ ପାଇଥିବା ରୋଗୀ ମାନେ ଡାକ୍ତର ସାହାବାଙ୍କୁ ଧନ୍ୟବାଦ ଓ଼ କୃତଜ୍ଞତା ଜ୍ଞାପନ କରିଥିଲେ,ଭବିଷ୍ୟତ ରେ ଏମିତି ଲୋକ ସେବା ଜାରି ରହିବ ବୋଲି ଡାକ୍ତର ଅଖତର ପାରୱେଜ଼ ପ୍ରତିଶୃତି ଦେଇଥିଲେ।
ତିର୍ତୋଲ ରୂ ସାନୱାର ଅଲିଙ୍କ ରିପୋର୍ଟ, ସମର୍ଥ ନିୟୁଜ, ଓଡିଶା




