Sports
ସିଦ୍ଧଗିରି ଆଶ୍ରମ ଗୋବିନ୍ଦ ପୁର ରେ ମହନ୍ତବିଶ୍ୱ ନାଥ ଦାସ ମହାରାଜ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଯୋଗ ଦିବସ ପାଳନ


ଆଜି ବିଶ୍ୱ ଯୋଗ ଦିବସ ଉପଲକ୍ଷେ ସିଦ୍ଧଗିରି ଆଶ୍ରମ ଗୋବିନ୍ଦ ପୁର ରେ ମହନ୍ତବିଶ୍ୱ ନାଥ ଦାସ ମହାରାଜ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଯୋଗ ଦିବସ ପାଳନ କରାଯାଇଥିଲା, ଗୋବିନ୍ଦ ପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 50ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ଯୋଗ ଶିବିର ରେ ଭାଗ ନେଇଥିଲେ, ସିଧଗିରି ଭଗବତ ସଙ୍ଘ ସମ୍ପାଦକ ଦିଲୀପ ରାଉତ ଶିବିର ପରିଚାଳନା କରିଥିବା ବେଳେ ଯୋଗ ଶିକ୍ଷକ ସୁଦାମ ଗୁରୁଜୀ ପିଲା ମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ, ପ୍ରଧାନ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ,




