Health
ଛତିଆ ଶଶୀ ଦେଵି ବାଳିକା ଉଚ୍ଚ ବିଦ୍ୟାଳୟ ବିଶ୍ଵ ଯୋଗ ଦିବସ ପାଳନ


ଆଜି ବିଶ୍ୱ ଯୋଗ ଦିବସ ଅବସର ରେ ଛତିଆ ଶଶୀ ଦେଵି ବାଳିକା ଉଚ୍ଚ ବିଦ୍ୟାଳୟ ରେ ବିଧାୟକ ଶ୍ରୀଯୁକ୍ତ ଅମର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରାଇଥିଲେ, ଯୋଗ ଉପରେ ଆଲୋକ ପାତ କରିଥିଲେ, ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଗୀତି ଧାରା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ, ଯୋଗ ଶିକ୍ଷକ ନବ କିଶୋର ସ୍ୱାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଣାୟାମ ଓ ବ୍ୟାୟାମ ଯୋଗ ଶିକ୍ଷା ଦେଇଥିଲେ,ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




