Health

ସଂଜୀବନ ଅକୂପେଶନ ହେଲଥ ସେଣ୍ଟର ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

 

ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ଓ OCL ମଜଦୁର ସଂଘ ମିଳିତ ଆନୁକୂଲ୍ୟରେ ଆଜି ଡାଲମିଆ ସ୍ଥିତ ସଂଜୀବନ ଅକୂପେଶନ ହେଲଥ ସେଣ୍ଟର ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି, ୟୁନିଟ ହେଡ଼ ଭବେଶ ୱାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ର ଶୁଭ ଉଦଘାଟନ କରିଥିଲେ, ଏଚ ଆର ହେଡ଼ ଅଜିତ କୁମାର ପାୟରା ସି ଏସ ଆର ଡେଡ କବିତା ସାହୁ OCL ର ଡାକ୍ତର ଦେବବ୍ରତ ମିଶ୍ରମଜଦୁର ସଂଘ ର ସାଧାରଣ ସମ୍ପାଦକ ଅଶୋକ କୁମାର ସ୍ୱାଇଁ ସଞ୍ଜୟ ମୁଦୁଲି ସାରଦା ପାତ୍ର ସନ୍ତୋଷ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ, କେୟାର ନେତ୍ରମ ଆଇ ଆର ସି ଭିଲେଜ ଭୁବନେଶ୍ୱର ର ଡାକ୍ତର ରୁପେନ୍ଦ୍ର ରାଇକର ଅର୍ଗାନାଇଜର ଅଶୋକ କୁମାର ସାମଲ ସମିତ୍ର ଭଦ୍ର ଓ ଅନ୍ୟ ଷ୍ଟାଫ ମାନେ 100ଜଣ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ 30ଜଣ ଙ୍କୁ ଚଷମା ବଣ୍ଟନ କରିଥିଲେ, ତନ ମଧ୍ୟରୁ 3ଜଣ ଙ୍କର ଆଖି ରେ ଅସ୍ତ୍ରୋପଚାର ପାଇଁ କେୟାର ନେତ୍ରମ ଆଇ ହସ୍ପିଟାଲ କୁ ପଠାଇ ଦିଆ ଯାଇଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button