ଅଡଶପୁର ପ୍ରିମିୟର ଲିଗ୍ କ୍ରିକେଟ୍ଟୁର୍ଣ୍ଣାମେଣ୍ଟA.P.L.season-3 ପ୍ରତିଯୋଗିତା ୨୦୨୪ଅନୁଷ୍ଠିତ

କଣ୍ଟାପଡ଼ା ବ୍ଳକ ଅଡଶପୁରସ୍କୁଲ ଖେଳ ପଡ଼ିଆରେ ମିଟୁ ମେଡିସିନଷ୍ଟୋର ତରଫରୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏ, ପି,ଏଲ, ସେକସନ ୩ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ଓୟାର ଓଲସ୍ ଦଳକୁ ହରାଇଡଲସିୱାରିଅର ଦଳ ଚମ୍ପିଆନ ଅର୍ଜନ କରିଛି । ଏହି ଖେଳରେଡଲସିୱାରିଅର ପ୍ରଥମ ବ୍ୟାଟିଙ୍ଗି ଜିତି୧୨ ଓଭର ବିନିମୟରେ ୪ଉଇକେଟ ହରାଇ୧୫୭ ରନ ସଂଗ୍ରହ କରିଥିବାବେଳେ ୨ୟ ପକ୍ଷଓୟାର ଓଲସ୧୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୨ଓ ଭରରେ ତାର ସମସ୍ତ ମୂଲ୍ୟବାନ ୯ଟି ଉଇକେଟ ହରାଇ ୧୩୨ରନ ସଂଗ୍ରହ କରିଥିଲା l ପ୍ରଥମ ପକ୍ଷଡଲସିୱାରିଅର ଦଳଖେଳଜିତି ଟ୍ରଫି ସହ ୩୦,୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଥିବାବେଳେ ୨ୟ ପକ୍ଷଓୟାର ଓ ଲସି ଦଳଙ୍କୁ ୨୫.୦୦୦ଟଙ୍କାର ଚେକ ସହ ଏକ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା । ଅତିଥିମାନେ ଉପସ୍ଥିତ ରହିଥିଲେ,ମୁଖ୍ୟ ଅତିଥି ଭାବରେ ୯ନଂଜୋନର ଜିଲ୍ଲାପରିଷଦ , କ୍ରିଷ୍ଣାରାଣୀ ବେହେରା, ଜୟନ୍ତ କୁମାର ପରିଡା, ମହେନ୍ଦ୍ର କୁମାର ମହାପାତ୍ର, ବିଶ୍ଵରଂଜନ କାନୁନ୍ଗୋ, ରମାକାନ୍ତ ସ୍ୱାଇଁ, ଗୌରହରି ନାୟକ, ଅଜୟ କୁମାର ପାତ୍ର ଉପସ୍ଥିତ ରହିଥିଲେ। ଜିଲ୍ଲାପରିଷଦ -କ୍ରିଷ୍ଣାରାଣୀ ବେହେରା ଖେଳକୁ ସ୍ୱାଗତ ଜଣାଇ ଚମ୍ପିଆନଦଳକୁ ଟ୍ରଫି ସହ ଚେକଟିକୁ ପ୍ରଦାନ କରିଥିଲେ। କଣ୍ଟାପଡ଼ାରୁ ରିପୋର୍ଟ ପୁଷ୍ପଲତା-ସମର୍ଥ ନିୟୁଜ୍-ଓଡ଼ିଶା




