Sports
ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଗଞ୍ଜାମ ଭାରୋତ୍ତଳନ ଏକାଡେମୀର ଉଦ୍ଘାଟନ

ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଗଞ୍ଜାମ ଭାରୋତ୍ତଳନ ଏକାଡେମୀର ଉଦ୍ଘାଟନ କରିଛନ୍ତି। ଏହି କାର୍ଯକ୍ରମ ରେ ଖେଳ ପ୍ରେମୀ। , ଜିଲ୍ଲା ପ୍ରଶାସନ ର ଅଧିକାରୀ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ




