Sports
କ୍ରିକେଟ ଦୁନିଆରେ ଧୁମ୍ ମଚାଇଛି, ସୁକନେଇ ପ୍ରିମିୟର ଲିଗ୍,


ତା ୨୪-୦୨-୨୪ କ୍ରିକେଟ ଦୁନିଆରେ ଧୁମ୍ ମଚାଇଛି, ସୁକନେଇ ପ୍ରିମିୟର ଲିଗ୍, ବହୁତ ଜାକ ଜମକ ଓ ହର୍ଷ ଉଲହାସ ସହିତ ଅନୁଷ୍ଠିତ ଯୋଗଦେଲେ ହୋଇଥିଲା ପ୍ରଥମ ସେମି ଫାଇନାଲ ପ୍ରତିଯୋଗୀତା, ଲୁଟୁ ଓୱରିୟର ଅନଗୁଳ ଓ ଇମେଜ ଏକାଦଶ ଦଳ ମଧ୍ୟରେ, ଏଥିରେ ଲୁଟୁ ଓୱରିୟର ଫାଇନାଲ ଖେଳିବାକୁ ବିବେଚିତ ହୋଉଛି। ସୁକନେଇ ବୈତୁଲ ମାଲ, ଏ ଏମ ପି ଏମ, ଏରୋମାନୀଲ ର ସମସ୍ତ ସଦସ୍ୟମାନେ ଉପସ୍ଥିତ ହୋଇ ଶାନ୍ତି ଶୃଙ୍ଖଳା ସହିତ ଖେଳଟି ଶେଷ ହୋଇଥିଲା। ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା।




