Health

କ୍ୟାନ୍ସର କ୍ଲିନିକ ର ଶୁଭ ଉଦଘାଟନ

 

ଆଜି ଛତିଆ ଗୋପପୁର ଛକ ପି ପି ମଣ୍ଡପ ଠାରେ ଏକ ନୂତନ କ୍ୟାନ୍ସର କ୍ଲିନିକ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, କ୍ୟାନ୍ସର ସହିତ ଅନ୍ୟ ରୋଗୀ ସେବା ମଧ୍ୟ ହୋଇପାରିବବୋଲି ସମାଜ ସେବୀ ପ୍ରଭାସ ନାରାୟଣ ମଲିକ ସୂଚନା ଦେଇଛନ୍ତି, ଏହି ଉଦଘାଟନୀ ଉତ୍ସବ ରେ ଗୋବିନ୍ଦ ପୁର ଗ୍ରା, ପ, ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଭୁବନାନନ୍ଦ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ଲିନିକ ର ଶୁଭ ଉଦଘାଟନ କରିଥିଲେ, ଡାକ୍ତର ଅବିନାଶ ଚନ୍ଦ୍ର ପାତ୍ର ଓ ଡାକ୍ତର ସୁ ଚିତ୍ରା ସାମଲ ଙ୍କୁ ଛତିଆ ସମାଜ ସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷାବିତ ଅନଙ୍ଗ ପାଡ଼ି ଉଦ୍ଧବ ସାମଲ ଧିରେନ ଚରଣ ପାତ୍ର ସ୍ନେହ ଲତା ଦାସ ଓ ନିର୍ମଳା କ୍ୟାନ୍ସର କ୍ଲିନିକ ର ଅଭିଂଜ୍ଞ ସ୍ୱାସ୍ଥ୍ୟ ସେବିକା ବୃନ୍ଦ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news,

Related Articles

Back to top button