Sports

ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପିତ,

 

କଣ୍ଟାମାଳ,୦୫/୦୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ତାଲିମ୍ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ବରିଷ୍ଠ ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ପୌଲସ୍ତି ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ନନ୍ଦିନୀ ସାମନ୍ତରା, କରିଶ୍ମା ତାଣ୍ଡିଆ, ଅଧ୍ୟାପକ ସମୀର ମେହେର ଯୋଗ ଦେଇ ବର୍ତ୍ତମାନ ମହିଳାମାନଙ୍କ ପାଇଁ ଆତ୍ମସୁରକ୍ଷା ଉପରେ ବକ୍ତବ୍ଯ ରଖିଥିଲେ।ମାଷ୍ଟର ଟ୍ରେନର୍ ଶିଖା ମଲ୍ଲିକ ଓ ପଞ୍ଚଜିନି ଜାନୀ ଉପସ୍ଥିତ ଥିବା ସଂଗେ ସଂଗେ ପ୍ରୋଗ୍ରାମ ଅଫିସର୍ ନିର୍ମଳା ଭୋଇ କାର୍ଯକ୍ରମ ପରିଚାଳନା କରିଥିଲେ।ଏହି ତାଲିମ୍ ଶିବିର ଯୁକ୍ତ ଦୁଇ ପ୍ରଥମ ବର୍ଷର ଶିବିରରେ ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button