Health

ଆଦର୍ଶ ଶିକ୍ଷକ ଙ୍କ ବିୟୋଗ

TRW ଡିପାର୍ଟମେଣ୍ଟ ର ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେଳିଆ ଗ୍ରାମପଞ୍ଚାୟତ ପଦ୍ମନାଭ ପୁର ଗ୍ରାମ ର ଚକ୍ରଧର ପ୍ରତିହାରୀ ଙ୍କର ଆଜି ହୃଦଘାତ ରେ ପରଲୋକ ହୋଇଯାଇଅଛି, ସ୍ବର୍ଗତ ପ୍ରତିହାରୀ ସାର ଥିଲେ ଜଣେ ଅତ୍ୟନ୍ତ ସ୍ୱାଭିମାନୀ ଛାତ୍ର ଵସ୍ଚଳ ଓ ନୀତିବାନ ଆଦର୍ଶ ଶିକ୍ଷକ ତାଙ୍କ ହାତ ଗଢ଼ା ସହ ସହ ଛାତ୍ର ଛାତ୍ରୀ ରାଜ୍ୟ ର ବିଭିର୍ନ ଉଚ୍ଚ ପଦବୀରେ ଅଧିଷ୍ଠିତ ଅଛନ୍ତି, ଗ୍ରାମ ର ଶିକ୍ଷା ଠାରୁ ଆରମ୍ଭ କରି ବିଭିର୍ନ ସାମାଜିକ କ୍ଷେତ୍ର ରେ ତାଙ୍କର ଅବଦାନ ଅତୁଳନୀୟ, ପଦ୍ମନାଭ ପୁର ugme ସ୍କୁଲ ର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା, ତେଣୁ ତାଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଂଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ଛାତ୍ର ଛାତ୍ରୀ ପଦ୍ମନାଭ ପୁର ସ୍ଥିତ ବାସ ଭବନ ରେ ପହଂଚି ଶେଷ ଦର୍ଶନ କରିଥିଲେ, ସରପଞ୍ଚ ଜୟନ୍ତୀ ସ୍ୱାଇଁ ସ୍ତମ୍ଭକାର ମିହିର ପ୍ରତାପଦାଶ ସାମ୍ବାଦିକ କାର୍ତିକ ରାଉତ କପିଳ ରାଉତ ସହ ପ୍ରତି ଋତ୍ଵିକ ସତ୍ୟପୀର ନାୟକ ଫକୀର ଚରଣ ପୃଷ୍ଟି ନାରାୟଣ ଚନ୍ଦ୍ର ପ୍ରଧାନଅଧର୍ଜୁ କର୍ମୀ ପ୍ରଫୁଲ ଭାଇ ଶିକ୍ଷାବିତ ପର୍ଶୁରାମ ଖୁଣ୍ଟିଆ ଭିକାରି ପ୍ରତିହାରୀ ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି, ଗ୍ରାମ ସ୍ମଶାନ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ବଡ଼ ପୁଅ ନିର୍ମଳ ମୁଖାଗ୍ନି ଦେଇଥିଲେ, ନାମ ସଂକୀର୍ତନ ରେ ଗ୍ରାମ ଦାଣ୍ଡ କମ୍ପି ଉଠିଥିଲା ସହ ସହ ଲୋକେ ଏହି ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ,

ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button