Sports

ଫୂଟବଲ ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ PTI ର SP ଓ ରାଜ୍ୟ ଟେକିନିକାଲଆ ଡ଼ ଭାଇଜର

ବ୍ଳକ ସ୍ତରୀୟ ମିନି ଷ୍ଟାଡିଅମ ପାଇକେରା ପୁର ସୋଲର ଛତିଆ ଠାରେ ଚାଲିଥିବା 21ଦିନିଆ ପ୍ରଶିକ୍ଷଣ ଶିବିର ରେ ଆଜି PTI ସୋଲର SP ଅଶୋକ କୁମାର ଦେଉରି ଓ ରାଜ୍ୟ ଫୂଟବଲ ଆସୋସିଏସନ ର ଟେକିନିକାଲ ଆଡ଼ ଭାଇଜର ସୁଜିତ କୁମାର ଘୋଷ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଛନ୍ତି, ଆୟୋଜିତ ସଭା ରେ ନିମନ୍ତ୍ରିତ ଅତିଥି ମାନଙ୍କୁ ପ୍ରଥମେ ପାଛୋଟି ନିଆଯାଇଥିଲା, ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ରାଜ୍ୟ ରସୁନାମ ଧନ୍ୟ କ୍ରୀଡ଼ାବିତ ସହଦେଵ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ସଭାପତି ରମେଶ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ, ବିଶିଷ୍ଟ କ୍ରୀଡ଼ାବିତ ମାଧବାନନ୍ଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦିଲୀପ କୁମାର ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ PTI ର ଆସିଷ୍ଟାଣ୍ଟ କମାଇଣ୍ଡର ଚିତ୍ତରଞ୍ଜନ ମାଝୀ ସାମ୍ବାଦିକ ମହେଶ୍ୱର ବଳ ଜଗନ୍ନାଥ ଇଲେକ୍ଟ୍ରିକାଲ ର ମ୍ୟାନେଜିଙ୍ଗ ଡାଇରେକ୍ଟର କୈଳାସ ସାହୁ ସୋଲର ସରପଞ୍ଚ ବିଜୟ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁଓ ସମାଜସେବୀ ଅରୁଣ କୁମାର ପ୍ରହରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ମୂଲ୍ୟବାନ ଉପାଦେୟ ପ୍ରଦାନ କରିଥିଲେ, ସନ୍ତୋଷ ସିଂହ ଜୟଦେବ ପ୍ରହରାଜ ବୁଦ୍ଧଦେବ କଲେଜ ର PT ଶୁଭେନ୍ଦୁ କୁମାର ରାୟ ଓ ଚନ୍ଦ୍ର ଶେଖର ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ,200ରୂ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଏହି ଶିବିର ରେ ତାଲିମ ଗ୍ରହଣ କରୁଥିବା ବେଳେ ସନ୍ତୋଷ ଟ୍ରଫି ସିଲେକ୍ଟର ଆର, ଆଇ ଟୀଗା ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି,

ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button