ମିନି ଷ୍ଟାଡିଅମ ରେ ଫୂଟବଲ ପ୍ରଶିକ୍ଷଣ ଶିବିର ଉଦଘାଟିତ


ଚଳିତ ମାସ 7ତାରିଖ ଠାରୁ 27ତାରିଖ ପର୍ଯ୍ୟନ୍ତ ବ୍ଳକ ସ୍ତରୀୟ ମିନି ଷ୍ଟାଡିୟମ ପାଇକେରା ପୁର ସୋଲର ଛତିଆ ଠାରେ ମିନି ଷ୍ଟାଡିୟମ ଉର୍ଣ୍ଣୟନ ପରିଷଦ ଆନୁକୂଲ୍ୟରେ ଏକ 21ଦିନିଆ ଫୂଟବଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଅଛି, ଯାଜପୁର ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ସଭାପତି ରମେଶ ପୃଷ୍ଟି ବିଶିଷ୍ଟ କ୍ରୀଡ଼ାବିତ ମାଧବାନନ୍ଦ ମହାପାତ୍ର
[1/8, 19:38] SN BADACHANA KARTIKA ROUT ( CHATIA): ସୁନାମ ଧନ୍ୟ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରଶିକ୍ଷକ ସହଦେଵ ରାଉତ ପଦ୍ମ ଚରଣ ପ୍ରଧାନ ସୋଲର ପଂଚାୟତ ସମିତି ସଭ୍ୟ ସଞ୍ଜୟ ବେହେରା ସରପଞ୍ଚ ବିଜୟ ସ୍ୱାଇଁ ସୂଂଗୁଡା ସରପଞ୍ଚ ଆଶାଳତା ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷଣ ଶିବିର ର ଶୁଭ ଉଦଘାଟନ କରିଥିଲେ, ସନ୍ତୋଷ ଟ୍ରଫି ସିଲେକ୍ଟର ଆର, ଆଇ ଟୀଗା ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଗତକାଲି ପ୍ରଥମ ଦିନରେ 120ଜଣ ପ୍ରଶିକ୍ଷାର୍ଥୀ ଙ୍କୁ ତାଲିମ ପ୍ରଦାନ କରିଛନ୍ତି, ଏହି ତାଲିମ ମାଗଣା ରେ ପ୍ରଦାନ କରାଯିବ ଏବଂ 8ରୂ 12ବର୍ଷ ପର୍ଯ୍ୟନ୍ତ ପୁଅ ଓ 8ରୂ 16ବର୍ଷ ପର୍ଯ୍ୟନ୍ତ ଝିଅ ମାନଙ୍କୁ ତାଲିମ ଦିଆଯିବ ବୋଲି ଆୟୋଜକ ମଣ୍ଡଳୀ ପ୍ରକାଶ କରିଛନ୍ତି, ତାଲିମ ନେବା ପୂର୍ବରୁ ପ୍ରତେକ ପ୍ରଶିକ୍ଷାର୍ଥୀ ନିଜର ନାମ ଆଡି ମିଶନ କରିବେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ରରାଉତ ଙ୍କ ରିପୋର୍ଟ




