Health

ଗୋ – ବନ୍ଧ୍ୟା ନିରାକରଣ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଗୋ – ବନ୍ଧ୍ୟା ନିରାକରଣ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Harabhanga -୨୯.୦୧.୨୦୨୩

ବୌଦ୍ଧ ପ୍ରାଣୀ ସମ୍ପଦ ବିଭାଗ ତତ୍ବାବଧାନରେ ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ବୀରନରସିଂହପୁର ଗ୍ରାମରେ ଏକ ଗୋ – ବନ୍ଧ୍ୟା ନିରାକରଣ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍ତମ ପ୍ରାଣୀ ସ୍ବାସ୍ଥ୍ୟ ମାଧ୍ୟମରେ ଚାଷୀଙ୍କ ଅର୍ଥନୈତିକ  ସଶସ୍ତ୍ରିକରଣ  ଗୋ ବନ୍ଧ୍ୟା ନିରାକରନ ଏବଂ ପ୍ରାଣୀ ସ୍ୱାସ୍ଥ୍ୟ ପରିକ୍ଷ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ପ୍ରାଣୀ ଚିକିତ୍ସା ବିଭାଗର VAS ,LI , ADVO ଉପସ୍ଥିତ ରହି ଚାଷୀ ମାନଙ୍କୁ ଗୋ ବନ୍ଧ୍ୟା ନିରାକରନ ଏବଂ ସ୍ୱାସ୍ଥ୍ୟ ପରିକ୍ଷ୍ୟା ବିଷୟରେ  ଆଲୋଚନା କରିଥିଲେ ।  ଏହି ଶିବିର ରେ ଗ୍ରାମ ର ବହୁ ଚାଷୀ ମାନେ ଭାଗ ନେଇଥିଲେ ତଥା ଶିବିର ରେ  ପ୍ରାଣୀ ମିତ୍ର ଦମୟନ୍ତୀ ଦେହୁରୀ ସହଯୋଗ କରିଥିଲେ

ବୌଦ୍ଧ ରୁ ଧରଣୀଧର ଲୌରିଆ, ସମର୍ଥ ନ୍ୟୁଜ୍

ଆମ ସହ ଯୋଡ଼ି ହେବାପାଇଁ ଲଗ୍ ଅନ୍ କରନ୍ତୁ

www.samarthanews.com

Android app:samartha news

www.youtube.com/samarthanews

Facebook.com/samarthanews

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ପାଇଁ ଜିଲ୍ଲା ପ୍ରତିନିଧି ଓ ବ୍ଲକ୍ ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ କରନ୍ତୁ:samarthanewsodisha@gmail.com, WhatsApp no 8117079020,www.samarthanews.com

Related Articles

Back to top button