Crime

ଗଛରେ ଝୁଲିବା ଅବସ୍ଥାରେ ମୃତ ବ୍ୟକ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାନବଡ ଗୋପାଳପୁର ପଂଚାୟତ ଅନ୍ତର୍ଗତ ଜଗନ୍ନାଥ ପୁର ଗ୍ରାମର ଚକ୍ରଧର ଖଟୁଆ ପେସା ରେ ଜଣେ ଗାଡି ଡ୍ରାଇଭ ର ଗତକାଲି ବିଳମ୍ବିତ ରାତିରେ କେହି ତାଙ୍କୁ ମାରି ଦେଇଥିବା ନେଇ ସନ୍ଦେହ କରୁଛନ୍ତି,! ସେପଟେ ବିଜୁ ପଟ୍ଟନାୟକ ପାର୍କ ପାଖରେ ଥିବା ଗଛରେ ରଶି ଲାଗିଥିବା ଅବସ୍ଥାରେ ମୃତ ଚକ୍ରଧର ଙ୍କ ଶରୀର ଝୁଲୁଥିବା ର ଦେଖିବାକୁ ମିଳିଥିଲା, ସକାଳ ହେବା ମାତ୍ରେ ଖବର ଜଣା ପଡିବା ପରେ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ସେଠାରେ ପହଁଚି ଭିଡ ଜମାଇ ଥିଲେ,! ଅବିଳମ୍ବେ ସ୍ଥାନୀୟ ଅଞ୍ଚଳର ରାଜନଗର ପୋଲିସ କୁ ଖବର ଦେଇଥିଲେ,! ଏଥି ସହିତ ପୋଲିସ ବି ଆସିବା ବିଳମ୍ବ କରିବାରୁ ସ୍ଥାନୀୟ ଲୋକ ମାନେ ରାଜନଗର ଓ ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତା କୁ ଟାୟାର ଜାଳି ରାସ୍ତା ରୋକ କରିଥିଲେ,ଘଟଣା ଘଟିଥିବା ସ୍ଥାନରୁ ମାତ୍ର ପୋଲିସ ଷ୍ଟେସନ 500 ମିଟର ହୋଇ ଥିଲେ ମଧ୍ୟ ପୋଲିସ 2ଘଣ୍ଟା ବିଳମ୍ବ ରେ ପହଂଚି ଶବ ଟିକୁ ଜବତ କରି ରିପୋର୍ଟ ଲେଖି ବ୍ୟବଚ୍ଛେଦ କରିବା ପାଇଁ ଆଳି ପଠାଇଦେଇଛି! ,

 

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button