Sports

ମୋ ପାଠଶାଳା ର ଦ୍ଵିତୀୟ ବାର୍ଷିକ କ୍ରୀଡା ଉତ୍ସବ

ତିର୍ତ୍ତୋଲ –: ବାଳକ ବାଳିକା ମାନଙ୍କର ବୌଦ୍ଦିକ ବିକାଶ, ସାଂସ୍କୃତିକ ବିକାଶ,ଶୈକ୍ଷିକ ବିକାଶ, ମାନସିକ ବିକାଶ ଓ ଶାରୀରିକ ବିକାଶ ନିମନ୍ତେ କାର୍ଯ୍ୟକରୁଥିବା ମୋ ପାଠଶାଳା ର ଦ୍ଵିତୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ମାଇନୋରିଟି ସୋସାଇଟିର ପ୍ରେସିଡେଣ୍ଟ ତଥା ସମର୍ଥ ନ୍ୟୁଜ ର ତିର୍ତ୍ତୋଲ ପ୍ରତିନିଧି ଶେଖ ସନାୱର ଅଲ୍ଲୀ ! ମୋ ପାଠଶାଳାର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ରୀଡା ପ୍ରତିଯୋଗିତା କୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବାର ଦେଖାଯାଇଥିଲା !

ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହିତ ଖାତା କଲମ ଦେଇ ପୁରସ୍କୃତ କରିଥିଲେ !

ତିର୍ତ୍ତୋଲରୁ ସନାୱର ଅଲ୍ଲୀ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button