Sports

ମୋ ପାଠଶାଳା କୋଚିଙ୍ଗ ସେଣ୍ଟର, କୋଲଟା, ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଦିତୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା

କୋଲଟା ତା ୨୭-୧୨-୨୦୨୩ ମୋ ପାଠଶାଳା କୋଚିଙ୍ଗ ସେଣ୍ଟର, କୋଲଟା, ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଦିତୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୩-୨୦୨୪, ତନ ମଧ୍ୟରୁ ୧୦୦ ମିଟର ଦୌଡ, ମେଜିକ ଚୌକି, ସୁତା ଛୁଞ୍ଚି ଦୌଡ, ଆଳୁ ଚାମୁଚ ଦୌଡ, ବେଲୁନ ଦୌଡ, ବେଟମେଣ୍ଟନ, ଇତ୍ୟାଦି ଖେଳ ଶାନ୍ତି ଶୃଙ୍ଖଳା ସହିତ ସମ୍ପାଦନା କରାଗଲା। ସହଦେବ କ୍ରିକେଟ କ୍ଲବ ସଭାପତି ପ୍ରକାଶ ବେହେରା, ଛାତ୍ର ନେତା ସୁରଥ ପଲାଇ, ବିଶିଷ୍ଟ ସମାଜ ସେବୀ ଶ୍ରୀମତୀ ପ୍ରୀତିଲତା ମଲ୍ଲ ଓ ଶ୍ରୀ ଶାରଦା ସାହୁ ପ୍ରମୁଖ ଉପସ୍ଥିତ ହୋଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ମୋ ପାଠଶାଳାର ବିଦ୍ୟାର୍ଥୀ ଇସମାଇଲ ଖାଁ,ସମିମ ଉଦ୍ଦିନ, ମୁସ୍ତାକିମ ଅଲି, ସେଖ ରିହାନ, ଆନ୍ତରିକ ସହଯୋଗ କରିଥିଲେ ରୋହିତ ବେହେରା ଓ ସନ୍ଦୀପ ବେହେରା, ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ, ସମର୍ଥ ନିୟୁଜ ଓଡ଼ିଶା

Related Articles

Back to top button