Sports

ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ବିଜୟୀ ଦଳ ଙ୍କୁ ପୁରସ୍କାର ପ୍ରଦାନ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମର ମା ତାରାତାରିଣୀ ଙ୍କ ପାଦଦେଶତଳେ ମା ତାରାତାରିଣୀ ଆୟୋଜିତ ହୋଇଥିଲା ଏହି ଆୟୋଜିତ ର ମୁଖ୍ୟ ଭିମିକା ସମୟ ରାଣା ସହ ୧୫ ଜଣ ସହଯୋଗୀ ଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ଖେଲକୁ ମୁଖ୍ୟ ଅତିଥି ରୂପେ ଖଲିକୋଟ ବିଧାୟିକା ସୂର୍ଯ୍ଯମଣି ବୈଦ୍ୟ ଜିଲ୍ଲାପରିଷଦ ରଞ୍ଜିତ କୁମାର ବେହେରା ପୂର୍ବତନ ସମିତିସଭ୍ଯ ଭବାନୀ ଶଙ୍କର ପଣ୍ଡା ସରପଞ୍ଚ ଓ ସମିତିସଭ୍ଯ ଅଜୟ କୁମାର ରେଡି .ଶ୍ରୀନୁଵାସ.ଦିପକ ପାହାନ ସୋନୁ ଅମିତ ପିଣ୍ଟୁ ହେମନ୍ତ ବିଭୁତି ତୋଫାନ ପ୍ରକାଶ ଆକାଶ ଲିଙ୍ଗରାଜ ଅଜିତ ବୁଦ୍ଧିରାମ ବୁଢିଆ ବିନୋଦ କୁମାର ବେହେରା କ୍ରୁଷ୍ଟଚନ୍ଦ୍ର

ବେହେରା ।ଏହି ଟୁର୍ଣ୍ଣାମେଣ୍ଟ ମୁଖ୍ୟ ପରିଚାଳକ ଓ ଆୟୋଜକ ସମୟ ରଣା ଦୁରା ୮ଗୋଟି କ୍ରିକେଟ ଦଳ ଭାଗ ନେଇଥିଲେ ଏବଂ ଫାଇନାଲ ଖେଳ ରେ ସମା ସହ ରେଗିଢି ଖେଳିଥିଲେଏବଂ ଖେଳରେ ସମା ଦଳ ଜୟଲାଭ କରିଥିଲେ ଖେଳ ପରିସରରେ ମାନ୍ୟବର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖେଳ ପରିଚାଳକ ସମୟ ରଣା ପୁରସ୍କାର ବିତରଣ କରିଥିଲେ । ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button