ଜୟଦେବ ମେମୋରିଆଲ କ୍ଳବ ଆନୁକୂଲ୍ୟରେ ଦୁଇ ଦିନ ଧରି ଫୁଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି


କଣ୍ଟାପଡ଼ା ବ୍ଳକର ଅଡଶପୁର ଠାରେ ଜୟଦେବ ମେମୋରିଆଲ କ୍ଳବ ଆନୁକୁଲ୍ୟରେ ଦୁଇ ଦିନ ଧରି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୬ଟି ଟିମ ଭାଗ ନେଇଥିଲେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଥିବା ୮ଟି ଟିମରେ ଥିଲେ – ଖଣ୍ଡ ଗିରି, ପ୍ରତାପ ନଗରୀ, ଗଣ୍ଡରପୁର,ବେଲଗଛିଆ,

ପୂରଣ,ସାଇଁଶ, ତଣ୍ଡିକଣା, ବାଲିଆ ଷ୍ଟୋର, ଏଥି ମଧ୍ୟରେରିଅନର୍ସ ଅପ ପ୍ରତାପ ନଗରୀ ଥିବାବେଳେ ଖଣ୍ଡଗିରି ଚମ୍ପିଆନ ରେ ପହଞ୍ଚିଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଥିବା ୮ଟି ଟିମ ରେ ଥିଲେ – ଅଡଶପୁର, ମୌଜପୁର,ନରିଶ, ବାହାରଣା,କୁରାଙ୍ଗ । ବିଳାଶୁଣୀ, ଗେଲ ପୁର,ବଜାର ସାହି, ଉଇନର୍ ଅଡଶପୁର ଥିବାବେଳେରିନର୍ସ ଅପ ବାହାରଣା ଥିଲା । ଏଥିମଧ୍ୟରୁ ଚମ୍ପିଆନରେ ଅଡଶପୁର ଟିମ ଥିଲା । ପ୍ରଥମ ପର୍ଯ୍ୟାୟ ଖେଳରେ ମୁଖ୍ୟଅତିଥି ଭାବରେ

ଯୋଗଦେଇଥିଲେ-ସୁବାସ ମଲ୍ଲିକ, ଦ୍ଵିତୀୟ ପର୍ଯ୍ୟାୟର ଅତିଥି ଥିଲେ ପ୍ରେମାନନ୍ଦ ସାହୁ-ଏବଂ ପ୍ରେସିଡେଣ୍ଟ – ବିଜ୍ଞାନ ମହାରଣା ମ୍ୟାନେଜର-ବଳରାମ ସେଠୀ ଏବଂ ଅନ୍ୟମାନେ ଥିଲେ ଅଭିଷେକ ସ୍ଵାଇଁ, ସୁନିର୍ମଳବେହେରା ।

କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତ କଂ ରିପୋର୍ଟ ସମର୍ଥ ନିୟୁଜ-ଓଡ଼ିଶା




