ବେଲଟିକିରି ଆଞ୍ଚଳିକ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ସମନ୍ୱୟ ଯୁବବିକାଶ କାଯ୍ୟକ୍ରମ ଉଦlପନୀ


ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ସମନ୍ୱୟ ଯୁବବିକାଶ କାଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ ସାଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସେବା ଓ ବିଭିନ୍ନ କ୍ରୀଡା କାର୍ଯକ୍ରମ ପରେ ଆଜି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ପଞ୍ଚଯାତ ସ୍ଥିତ ବେଲଟିକିରି ଆଞ୍ଚଳିକ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ତିନି ଦିନ ଧରି ବିଭିନ୍ନ ପ୍ରକାରର ଖେଳ ଅନୁଷ୍ଠିତ ହୋଇଥିଲା l ଶତାଧିକ କୃତୀ ଛାତ୍ର ଛାତ୍ରୀ ମାନଂକୁ ଟ୍ରଫି ସହିତ ସାଠିପିକେଟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପ୍ରଦାନ କରିଥିଲେ l ଉଦଯାପନୀ ଉତ୍ସବରେ କାଯ୍ୟକ୍ରମରେ ଢେଙ୍କାନାଳର ସଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ଅଭିଭାଷଣରେ ଏଭଳି କାଯ୍ୟକ୍ରମ ଦ୍ଵାରା ପିଲାମାନଙ୍କର ଅନ୍ତନିଃରିତ ବିକଶିତ ଏହା ଏକ ମାଧ୍ୟ୍ୟମ ଓ ଛାତ୍ର ଛାତ୍ରୀ ମାନେ ଆଗକୁ ଯିବାକୁ ଏହା ଏକ ସୁଯଗ ବୋଲି ପ୍ରକାଶ କରିଥିଲେ ଢେଙ୍କାନାଳର ସଂlସଦ ମହେଶ ସାହୁ । ସମ୍ମାନିତ ଅତିଥି ଭାବରେ ବେଲଟିକିରି ସରପଞ୍ଚ ବଳଭଦ୍ର ସାମଲ , ଢେଙ୍କାନାଳର DSO,ବେଲଟିକିରି ସମିତିସଭ୍ୟ ଯୋଗଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦଯାପନୀ କରିଥିଲେ । କଲେଜ୍ ର ଅଧ୍ୟକ୍ଷ ସୁରେଶ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଙ୍କ ସମେତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବିକାଶ ଦାସ । ଶେଷରେ କାଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




