Health

ବଜରଙ୍ଗ କ୍ଳବ ପକ୍ଷରୁ ମାଗଣା ଦନ୍ତ ପରୀକ୍ଷା ଓ ଚିକିତ୍ସା ଶିବିର

– ଢେଙ୍କାନାଳର ଅଗ୍ରଣୀ ସାମାଜିକ ସଂସ୍କୃତିକ ଅନୁଷ୍ଠାନ ବଜରଙ୍ଗ କ୍ଲବ ତରଫରୁ ମାଗଣା ଦନ୍ତ ପରୀକ୍ଷା ଓ ଚିକିତ୍ସା ଶିବିର ଦେଉଳ ସହିରେ ଥିବା ବଜରଙ୍ଗ କ୍ଲବ ଆଜି ସକାଳୁ ପରିସରରେ ଆରମ୍ଭ ହୋଇଯାଇଛି l ଏହି ଶିବିରରେ ଦନ୍ତ ଚିକିତ୍ସା, ଦାନ୍ତ ସଫା ଦାନ୍ତର ବିଭିନ୍ନ ସମସ୍ୟାର ସମାଧାନ ସହିତ ମାଗଣାରେ ଔଷଧ ବଣ୍ଟନ କରାଯଉଛି l ସମ ହସ୍ପିଟାଲର ସହଯୋଗରେ ଏହି ଚିକିତ୍ସା ଶିବିର ହୋଇଛି l ସମ ହସ୍ପିଟାଲର ଅଭିଜ୍ଞ ଡାକ୍ତର ମାନେ ଓ କର୍ମଚାରୀ ମାନେ ସାମିଲ ହୋଇଛନ୍ତି l ବଜରଙ୍ଗ କ୍ଲବର ଆଜିର କାଯ୍ୟକ୍ରମ ପାଇଁ ଢେଙ୍କାନାଳ ବାସୀ ବଜରଙ୍ଗ କ୍ଲବକୁ ଧନ୍ୟବାଦ ଜଣାଇଛନ୍ତି l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button