ଲକ୍ଷ୍ମୀପ୍ରସାଦରେ ରକ୍ତଦାନ ଶିବିର, ଦୁଇ ମହିଳାଙ୍କ ସହ 28 ଜଣ କଲେ ରକ୍ତଦାନ ।


ବୌଦ୍ଧ -03/12-(ହୃଦାନନ୍ଦ ମେହେର )-ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ମୋ ସ୍କୁଲ ଅଭିଯାନ, ସମ୍ବାଦ -ଆମ ଓଡିଶା, ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଡ୍ରାଇଭର ମହାସଂଘ, ମା ଅନ୍ନପୂର୍ଣ୍ଣl ଇଣ୍ଡିଆନ ଗ୍ରାମୀଣ ବିତରକ, ଗଣେଶ ପୂଜା କମିଟି, ଦୈନିକ ବଜାର ଓ ହରିବଂଶ ଛକଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଉଛି l ଏହି ଶିବିରରେ ଦୁଇଜଣ ମହିଳାଙ୍କ ସମେତ 28 ଜଣ ରକ୍ତଦାନ କରି 28 ୟୁନିଟ ରକ୍ତ ଦାନ କରିଥିଲେ l ମୋ ସ୍କୁଲ ଅଭିଯାନ କମିଟିର ସଭାପତି ତଥା ସମ୍ବାଦ ପ୍ରତିନିଧି ନବକିଶୋର ମେହେରଙ୍କ ଶିବିର ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ 6 ନମ୍ବର ଜିଲ୍ଲା ପରିଷଦ ସଭ୍ୟା କଳ୍ପନାରାଣୀ ସାହୁ, ସମ୍ମାନିତ ଅତିଥି ଭାବେ ଆଇନଜିବୀ ଅଶୋକ କୁମାର ସାହୁ, ମୁଣ୍ଡlପଡା ପଂଚାୟତ ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ତେଲିବନ୍ଧ ପଂଚାୟତ ସରପଞ୍ଚ ରତ୍ନାକର ନାଏକ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ l ଜହ୍ନlପଙ୍କ ଡାକ୍ତରଖାନlର ଡାକ୍ତର କେ ଆର ରାଜନ ଦାସ, ଲେବେରଟେରୀ ଟେକନିସିଆନ ଦିଲ୍ଲୀପ କୁମାର ଭୋଇ, କାଉନଶିଳର ପ୍ରମୋଦ କୁମାର ମହାରଣା, ନର୍ସିଙ୍ଗ ଅଫିସର ଯୁବ ଶବର, ବୌଦ୍ଧ ବ୍ଲଡ଼ ବ୍ୟାଙ୍କ ଆଟେଣ୍ଡାନ୍ସ ସୁରୋଜ କୁମାର ଭୋକ୍ତା ସହ ଅନ୍ୟ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ l ସାମ୍ବାଦିକ ମନରଞ୍ଜନ ନାଏକ, ଅରୁଣ କୁମାର ମେହେର,ସାମ୍ବାଦିକ ତଥା ସମାଜସେବୀ ହୃଦାନନ୍ଦ ମେହେର, ରଂଜିତ ମେହେର, ବିଶ୍ଵାମିତ୍ର ମେହେର, ଅକ୍ରୁର ମେହେର, ଜୀବର୍ଦ୍ଧନ ମେହେର, ସୁଜିତ କୁମାର ସାହୁ, ସୋମନାଥ ବେହେରା, ସନ୍ତୋଷ ମେହେର, ଶିବା ମେହେର, ସୁକାନ୍ତ ମେହେର, ସିପୁନ ମେହେର, ଲିପୁନ ମେହେର, ପ୍ରଶାନ୍ତ ମେହେର ଶୁକ୍ରୁ ମେହେର, ରାଜେଶ ମେହେର, ପାହିଲମ୍ୟାନ ମେହେର ପ୍ରମୁଖ ସହଯୋଗ କରିଥିଲେ l ପ୍ରଶାନ୍ତ ବାରିକ, ରଞ୍ଜନ କୁମାର କର୍ଣ୍ଣ, ଗୋପାଳ ମେହେର, ସୁଜିତ ମେହେର, ବିଶ୍ୱନାଥ ମେହେର, ପ୍ରେମାନନ୍ଦ ମେହେର, ରାମକୃଷ୍ଣ ମେହେର, ରାଜେନ୍ଦ୍ର ବେହେରା, ଗୋପାଳ ଚନ୍ଦ୍ର ମେହେର, ଉମେଶ ମେହେର, ଦୋଳଗୋବିନ୍ଦ ମେହେର, ବୀର ମେହେର, ଆକାଶ ମେହେର, ଏକାଦୋଷୀ ମେହେର, ଦେବକିଶୋର ସାହୁ, ବବି ମେହେର, ଆକାଶ ମେହେର, ଡୋଲlମଣୀ ମେହେର, ଉଦୟନାଥ ମେହେର, ଅରୁନ୍ଧତୀ ସାହୁ, କୁନା କଳତା, ସୌମିତ୍ରୀ ମେହେର, ସନ୍ତୋଷ ମେହେର, କୃପାସିନ୍ଧୁ ମେହେର, ପିଙ୍କୁ ମେହେର, ଉମେଶ ମେହେର, ସାମ୍ବାଦିକ ନବକିଶୋର ମେହେର, ସନ୍ତୋଷ ମେହେର ପ୍ରମୁଖ ରକ୍ତଦାତା ରକ୍ତଦାନ କରିଥିଲେ l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




