Health
ସମ୍ବାଦ, ଆମ ଓଡିଶା ଓ ମୋ ସ୍କୁଲ ଅଭିଯାନ କମିଟିର ମିଳିତ ସହଯୋଗରେ ରକ୍ତଦାନ ଶିବିର।


ବୌଦ୍ଧ -02/12- (ହୃଦାନନ୍ଦ ମେହେର )-ଆସନ୍ତାକାଲି 03/12/2023 ରିଖ ରବିବାର ଦିନ ସମ୍ବାଦ, ଆମ ଓଡିଶା ଓ ମୋ ସ୍କୁଲ ଅଭିଯାନ କମିଟିର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷ୍ମୀପ୍ରସାଦ(ନାରାୟଣ ନଗର )ଠାରେ ଦିନ ସକାଳ 10 ଘଣ୍ଟା ସମୟରେ ଅନୁଷ୍ଠିତ ହେବ।ଏଥିରେ ସହଯୋଗ କରୁଛନ୍ତି ଓଡିଶା ଡ୍ରାଇଭର ସଙ୍ଘ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ, ମା ଅର୍ଣ୍ଣପୂର୍ଣ୍ଣା ଇଣ୍ଡିଆନ ଗ୍ରାମୀଣ ବିତରକ, ଲକ୍ଷ୍ମୀପ୍ରସାଦ, ଗଣେଶ ପୂଜା କମିଟି,(ଦୈନିକ ବଜାର ଓ ହରିବଂଶ ଛକ) । ମୋ ସ୍କୁଲ ଅଭିଯାନ ଓ ସମ୍ବାଦ -ଆମ ଓଡିଶା ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରନ୍ତୁ ଏବଂ ରକ୍ତଦାନ କରନ୍ତୁ ଜୀବନ ବଞ୍ଚାନ୍ତୁ।
ଯୋଗାଯୋଗ-9777478047,9937787985, 7205929684,7077392370, 8018778281
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




