Crime

ମୋଟଙ୍ଗା ପୋଲିସର ବଡ଼ ସଫଳତା 15 ଜଣ ଅପରାଧୀକୁ ଗିରଫ କଲl ପୋଲିସ ଓ ଟ୍ରକ ଜବତ l 

 

 – କିଛି ମାସ ତଳେ ମୋଟଙ୍ଗା ଥାନା ଅଧିକାରୀ ଭାବରେ ଜିତେନ୍ଦ୍ର କୁମାର ମଲ୍ଲିକ ଥାନା ଯୋଗଦାନ କରିଥିବା ଥାନା ଅଧିକାରୀଙ୍କୁ ବଡ ସଫଳତା lଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ପୋଲିସକୁ ବଡ ସଫଳତା l ମୋଟଙ୍ଗା ପୋଲିସ ହାତରେ 15 ଜଣ ପାଇପି ଅlନ୍ତ ରାଜ୍ୟ ଲଟେରା ଗ୍ୟାଙ୍ଗ ଗିରଫ l ମୋଟଙ୍ଗା ଥାନା ଅଧୀନ ରେ ଥିବା 55 ନମ୍ବର ଜାତୀୟ ରାଜପଥ ଜୀବନଖୋଲ ଆଶ୍ରମ ନିକଟରୁ ପାଣି ପାଇପି ଚୋରି ଅଭିଯୋଗରେ 15 ଜଣଙ୍କୁ ମୋଟଙ୍ଗା ପୋଲିସ ଗିରଫ କରି କୋଟ ଚାଲାଣ କରିଛି ମୋଟଙ୍ଗା ପୋଲିସ l ବିଶେଷ ସୂତ୍ରରୁ ମୋଟଙ୍ଗା ଥାନା ଅଧିକାରୀ ଚୋରି ହଉଥିବାର ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଅlନ୍ତରାଜ୍ୟ ଚୋର ଗ୍ୟାଙ୍ଗ କୁ ଧରିଥିଲେ ଓ ଗୋଟିଏ ଟ୍ରକ ଜବତ ହୋଇଛି l

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button