Crime

ଧାନ ବିଲରୁ ମୃତ ଦେହ ଉଦ୍ଧାର

କଣ୍ଟାପଡ଼ା ବ୍ଳକ ଓଲଟପୁରୁଥାନା ଅଧୀନ ୬୦ନଂ ରାଜ୍ୟ ରାଜପଥ ଇଚ୍ଛାପୁର ବ୍ରିଜ ନିକଟ ଧାନ ବିଲରେ ଏକ ମୃତ ବ୍ୟକ୍ତିଙ୍କ ଦେହ ପଡ଼ିଥିବାର ଦେଖି ବାକୁ ମିଳିଥିଲା । ଘଟଣାସ୍ଥଳରେ ଓ ଲଟପୁର ପୋଲିସ ଉପସ୍ଥିତ ଥିବାବେଳେ ମୃତକଙ୍କ

ପରିଚୟ ଜାଣିବାକୁ ମିଳିଥିଲା ଯେ ଏହି ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର । ନାଁ ତାଙ୍କର କେଳୁଚରଣ ରାଉତରାୟ, ବୟସ ୫୨ ବର୍ଷ, ପିତା – ଧୃବ ଚରଣ ରାଉତରାୟ,,ନିଜ ଘର ଖୋର୍ଦ୍ଧାରେ ନ ରହି ଭୁବନେଶ୍ଵରର ୟୂନିଟ ୧ରେ ରହୁଥିବାର ଖବର ରୁ ଜଣାପଡିଛି । ଗଲା ଶୁକ୍ରବାରଠାରୁ ସେ ନିଖୋଜ ଥିଲେ । ଏଥିନେଇ କ୍ୟାପିଟାଲ ଥାନାରେ ଏଫ୍, ଆଇ, ଆର, ହୋଇଥିଲା,୩ ରୁ ୪ ଦିନ ତଳେ ମୃତ ଦେହ ଏଠାରେ ପଡିଥିବା ଅନୁମାନ କରାଯାଉଛି । କାରଣ ଅଷ୍ପଟ ଅଛି ।

କଣ୍ଟାପଡ।ରୁପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁଜ-ଓଡ଼ିଶା

Related Articles

Back to top button