Crime

ଗାଧୋଇବା ସମୟ ରେ ଗୋଡ ଖସି ଯିବାରୁ ବୃଦ୍ଧ ଙ୍କ ମୃତ୍ୟୁ।

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପୁର ଗ୍ରାମ ପଞ୍ଚାୟତ ର ସସନପାଲୀ ହତାପଦାର ସାହି ର ରଘୁନାଥ ସେଠି ବୟସ ୭୦ ପିତା ଚାକରା ସେଠି ଆଜି ସକାଳ ୭.୩୦ମିନଟ ସମୟରେ ଜଗନ୍ନାଥ ପୁର ଗୁଡ଼ିବନ୍ଧ କୁ ଗାଧୋଇବାକୁ ଯାଇଥିଲା ବନ୍ଧରେ ତାର ଗୋଡ ଖସି ବନ୍ଧରେ ବୁଡି ମୁର୍ତ୍ୟୁବରଣ କରିଥିଲା ସ୍ଥାନୀୟ ଲୋକ ୯ଟା ସମୟରେ ଦେଖି ପୁରୁଷୋତ୍ତମ ପୁର ପୋଲିସ ଷ୍ଟେସନ କୁ ଖବର ଦେଇଥିଲେ ଘଟଣାସ୍ଥଳକୁ ପୋଲିସ ଆସି ଶବକୁ ଜବତକରି ପୋଷ୍ଟମଟମ କରି ତଦନ୍ତ ଜାରି ରଖିଛି ପୁରୁଷୋତ୍ତମ ପୁର ପୋଲିସ। ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button