କନ୍ଧେନବୁଢି ମନ୍ଦିର ପ୍ରତିଷ୍ଠା ସହ ନାମ ଆରମ୍ଭ


ସୋନପୁର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖେମାଲଏ ଗ୍ରାମପଞ୍ଚାୟତ ସିନ୍ଦିରିଆବାହାଲ୍ ଗ୍ରାମରେ ନିର୍ମାଣ ହୋଇଥିବା ନୁତନ କନ୍ଦେନ୍ ବୁଢି ମନ୍ଦିର ପ୍ରତିଷ୍ଠା ଓ ନାମ ଆଜି ବୁଧବାର ଦିନ ଆରମ୍ଭ ହୋଇଥିଲାl ସକାଳ ଘ ୭ ସମୟରେ ମାଙ୍କର ପୂଜା ଓ ଆହୁତି ପ୍ରତିଷ୍ଠା ସମାପନ ହୋଇଥିଲା! ୮ ସମୟ ସମୟରେ ନାମ ଆରମ୍ଭ ହୋଇଥିଲା| ଖେମାମଲଏ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀୟୁକ୍ତ ଜୋସବୋନ୍ତ ପଧାନଙ୍କ ନେତ୍ରୁତ୍ଵରେ ଏହି ମନ୍ଦିର ପ୍ରତିଷ୍ଠା ଓ ନାମ ପ୍ରହରୀ ଅନୁଷ୍ଠିତ ହୋଇଥିଲା| ସିନ୍ଦିରିଆବାହାଲ୍ ସଙ୍କିର୍ତନ୍ୟ ଦଲ ନାମ ଅଧିବାସ କରିଥିଲେ। ଏହି ନାମ ପ୍ରହରୀ ରେ ୮ ଟି ସକିର୍ତନ୍ୟ୍ ଦଳ ଭାଗନେଇ ଥିଲେ। ସୁବଲୟା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀୟୁକ୍ତ ରମାକାନ୍ତ ପୁରହିତଙ୍କ ସକିର୍ତନ୍ୟ ଦଳ ଓ ଭଲଡୁମିରି ସକିର୍ତନ୍ୟ ଦଳ ଅନନ୍ତପାଲି ସଙ୍କିର୍ତନ୍ୟ ଦଳ ଓ ଲସ୍ତଲା ସଙ୍କିର୍ତନ୍ୟ ଦଳ ପ୍ରଭୁତି ଭାଗନେଇ ଥିଲେ। ପୁର୍ବତନ ସରପ୍ଞ୍ଚ ଲକ୍ଷ୍ମୀ ଭଲ୍ଲଭ ପଧାନ ଓ ପବିତ୍ର ସାହୁ ପ୍ରତିଷ୍ଠା ଓ ନାମ ପ୍ରହରୀ ରେ ସାମିଲ ଥିଲେ। କାର୍ତ୍ତାଭାବେ ଶ୍ରୀୟୁକ୍ତ ପୁର୍ଣ୍ଣଚନ୍ଦ୍ର ପୁରୋହିତ କାର୍ଯ୍ୟ ତୁଲାଇଥିଲେ। ମନ୍ଦିର ପ୍ରତିଷ୍ଠା କମିଟି ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ କରିଥିଲେ।
ସୁବର୍ଣ୍ଣପୁର ରୁ ହରଗୌରା କଲତା samartha.News




