Breaking News

ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଓସ୍ୱାନ ହଲ ଠାରେ ଆଭାସି ମାଧ୍ୟମରେ ଦୁର୍ନିତୀ ନିବାରଣ ସପ୍ତାହ ପାଳନ

ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଓସ୍ୱାନ ହଲ ଠାରେ ଆଭାସି ମାଧ୍ୟମରେ ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ ସାମୁହିକ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଅନୁଷ୍ଠିତ ସାମୁହିକ ଶପଥ ପାଠ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ, ଉପ -ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଭୋଇ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ୍ତ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ଏ. ସି. ଏ ଫ. ଆଶିଷ କଁହର, ଡେପୁଟି କଲେକ୍ଟର ବିବେକାନନ୍ଦ ମିଶ୍ର, ସହକାରୀ ଜ଼ିଲ୍ଲାପାଳ ଅକ୍ରୁର କୁମାର ଯାନୀ, ଏବଂ ଭଗବାନ ଯାନୀ, ଜ଼ିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧରିତ୍ରୀ ପ୍ରଧାନ,ଡି. ପି. ସି. ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ, ଜ଼ିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ବରିଷ୍ଠ ଏବଂ କନିଷ୍ଠ ରାଜସ୍ବ ସହାୟକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଆଗମୀ ଦିନରେ ଦୁର୍ନିତୀ ରୋକି ବା ପାଇଁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମ ରେ ସମସ୍ତ ଙ୍କୁ ସାମୁହିକ ଶପଥ ପାଠ କରlଇଥିଲେ l

Related Articles

Back to top button