Breaking News

ବିପୁଳ ପରିମାଣର କରେକ୍ସ ଜବତ୍

 

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ କୁ ବଡ ସଫଳତା ,ଆଜି ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖଡ଼ିଆଳ ଥାନା ଡୁଆଝର ଗାଁ ର ଜଣେ ବ୍ୟକ୍ତି କୋମନା ପଟୁ ନିଜ ବାଇକ ରେ କୋରେକ୍ସ ଧରି ଆସୁଥିବା ବେଳେ ଖଡ଼ିଆଳ ଅବକାରୀ ବିଭାଗ ଚଢ଼ାଉ କରି ତା ଠାରୁ ୧୪୫ ବୋତଲ କଫ ସିରଫ ଯାହା ୧୪ଲିଟର ୫୦୦ମିଳିଗ୍ରାମ ହେବ ବୋଲି ଖଡ଼ିଆଳ ଅବକାରୀ ବିଭାଗ ସୂଚନା ଦେଇଛନ୍ତି, ଏହି ଚଢ଼ାଉରେ ଖଡ଼ିଆଳ ଅବକାରୀ ଅଧିକାରୀ ଅଲେଖ ପୁଟେଲ, ସଂଘମିତ୍ରା ପ୍ରଧାନ, ଉପସ୍ଥିତ ଥିଲେ ଏନେଇ ଖଡ଼ିଆଳ ଅବକାରୀ ବିଭାଗ ୨୦୯/୨୫-୨୬ ରେ ଏକ ମାମଲା ରୁଜୁ ହେବା ସହ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Related Articles

Back to top button