ପିସିସି ସଭାପତି ଭକ୍ତ ଦାସ ଙ୍କ ବିରଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କୁତ୍ସାରଟନାକାରୀ ଙ୍କୁ ଗିରଫ ଦାବିରେ ସାଇବର ଥାନା ରେ ଦ୍ୱାରସ୍ତ


ବାରିପଦା -ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ପ୍ରତି ଫୋକଶ ପ୍ଲସ ର ମୁଖ୍ୟ ସୁଧାଂଶୁ ଶେଖର ରାଉତ, ଅଜୟ କୁମାର ପଣ୍ଡା, ଅନନ୍ତ ନାରାୟଣ ଧଳ ବିଭିନ୍ନ ସାମାଜିକ ଗଣମାଧ୍ୟ୍ୟମ ରେ ଅଶାଳୀନ ମନ୍ତ୍ୟବ ଦେବା ସହ ଗଣମାଧ୍ୟମ ରେ ମାନ୍ୟବର ପି ସି ସି ସଭାପତି ଙ୍କ ଚରିତ୍ର ସଂଘାର କରିଥିଲେ, ତେଣୁ ଆଜି ପିସିସି ସଭାପତି ଙ୍କ ନିର୍ଦେଶ ରେ ମୟୁରଭଞ୍ଜ ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ନେତୃତ୍ୱ ରେ ବାରିପଦା ସାଇବର ଥାନା ରେ ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀ ଙ୍କୁ ଅଶାଳୀନ ମନ୍ତ୍ୟବ ଦେଇଥିବା ବ୍ୟକ୍ତି ଙ୍କ ବିରୋଧରେ ଦୂଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହିତ ଲିଖିତ ଅଭିଯୋଗ କରିଥିଲେ.ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଏସ ଟି ସେଲ ଚୈତନ୍ୟ ହାଁସଦା, ଜ୍ୟୋତି ପ୍ରକାଶ ରଥ, ଶାନ୍ତନୁ ପାଲ,ନାରାୟଣ ପଟ୍ଟନାୟକ, ମୀନକେତନ ବେହେରା, ରବି ନାରାୟଣ ପରିଡା, ଅଶୋକ ଗିରି, ,ସମର ରଞ୍ଜନ ଦାସ,ସୋରଜ ସାହୁ, ଜଗନ୍ନାଥ ପରିଡା, ଜୀବନ ବାରିକ, ନିର୍ମଳ ପ୍ରଧାନ, ,ବନମାଳୀ ବାରିକ, ରାଣା ସତ୍ୟକାମ ସେନାପତି,, ସୁନିତା ନାୟକ, ରଶ୍ମିତା ମିଶ୍ର, ଇତି ମିଶ୍ର, ୱାହିଦା ଅହମ୍ମଦ,ଭୁବନେଶ୍ୱରୀ ପରିଡା, ନିର୍ମଳ ପ୍ରଧାନ, ଭବାନୀ ସାହୁ, ବାଦଲ ହେମ୍ବ୍ରମ,ମନୋରଞ୍ଜନ ହେମ୍ବ୍ରମ, ବିରାମ ମୁର୍ମୁ,ମଦନ ମାଝୀ,ଚତୁର୍ଭୁଜ ପାତ୍ର, ରାମଚନ୍ଦ୍ର ସିଂ ସହିତ ଶତାଧିକ କଂଗ୍ରେସ ନେତା ଉପସ୍ଥିତ ଥିଲେ।




