Breaking News
ପ୍ରସିଦ୍ଧ ଗଜଲଷ୍ମୀ ପୂଜାରେ ଶିବଶକ୍ତି ପୂଜାପାଉଛନ୍ତି,!ସାହସ ପୁର ରେ

*ପ୍ଲେସ:କେନ୍ଦ୍ରାପଡ଼ା*
*କେନ୍ଦ୍ରାପଡ଼ା ବ୍ଲକ ନିକଟସ୍ଥ କଂସାର ପଞ୍ଚାୟତ ଅନ୍ତର୍ଗତ ସାହସପୁର ଠାରେ ଲଷ୍ମୀପୂଜା ଅବସରରେ ଶିବ ଶକ୍ତି ପୂଜା ପାଉ ଛନ୍ତି। ସଭାପତି ସରୋଜପ୍ରସାଦ ନାୟକ,ସମ୍ପାଦକ ଦୀପ୍ତି ରଞ୍ଜନ ମହାପାତ୍ର,ଅନ୍ୟ ମାନଙ୍କ ମଧ୍ୟରେ ଇଂ ପ୍ରିୟବ୍ରତ ଦାସ,ଅଶୋକ ମହାପାତ୍ର,ପ୍ରଭଞ୍ଜନ ସାମଲ,ଚନ୍ଦ୍ରକାନ୍ତ ବେହେରା,ସରୋଜ କାନ୍ତ ସାହୁ,ସୁଶାନ୍ତ ଓଝା,ପ୍ରତାପ ନାୟକ,ରଜନୀ କାନ୍ତ ଲେଙ୍କା,ଦେବେନ୍ଦ୍ର ବିଶ୍ୱାଳ,ସୁମନ ସ୍ୱାଇଁ,ନିର୍ମଳ ଓଝା,ଅମୀୟ ବେହେରା,ପ୍ରମୁଖ ଆନନ୍ଦ ଉଲ୍ଲାସ ର ସହିତ ୫ ଦିନ ବ୍ୟାପି ନୀତି ନିୟମ ରେ ପୂଜା କର୍ମ ସହିତ ଦୈନିକ ଭଜନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ କାର୍ଯ୍ୟ ମାନ କରାଯାଉଅଛି,!*
*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ)*