Breaking News

ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ l

 

 ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ଦଶହରା ଛୁଟି ପରେ ଆଜି

ଛାତ୍ରଛାତ୍ରୀଙ୍କ ପାଠ ପଢା ତଥା ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତୁକୁଲୁଣ୍ଡା ପରିସରରେ ପ୍ରଧାନଶିକ୍ଷକ ଶ୍ରୀ ବାମଦେବ ଦାଶ,ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତି ମିନତି ଦାଶ,ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦେହୁରୀ ଓ ବୁଦ୍ଧ ଦେବ ସାମଲ ଙ୍କ ସହଯୋଗରେ କଳସ ବସାଇ ଫୁଲ,ଚନ୍ଦନ ଓ ଚକୋଲେଟ ପ୍ରଦାନ କରି ସ୍ବାଗତ କରଯାଇଥିଲା lଏହି ଅବସରରେ SMC କମିଟି ସଭ୍ୟସଭ୍ୟା ମାନଙ୍କ ଉପସ୍ଥିତିରେ ନୁତନ ବ୍ୟାଗ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି l

Related Articles

Back to top button