Breaking News
ଋଣ୍ଡିମହୁଲ ଗଙ୍ଗା ଶ୍ରାଦ୍ଧରେ ଯୋଗ ଦେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ମାନ୍ୟବର ବିଧାୟକ ମହୀଧର ରଣା

କଣ୍ଟାମାଳ : -10::09:2025 ସମର୍ଥ ସମାଚାର ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ଗ୍ରାମର ବିଜୁ ଜନତା ଦଳ ର ଯୁବନେତା ତଥା କଣ୍ଟ୍ରାକ୍ଟର ସ୍ବର୍ଗତ ରାଧେଶ୍ୟାମ ପ୍ରଧାନ ଙ୍କ ଗଙ୍ଗା ଶ୍ରାଦ୍ଧରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକାକୁଳ ପରିବାରବର୍ଗକୁ ଭେଟି ସମବେଦନା ଜଣାଇବାସହ ଅମରଆତ୍ମାର ସଦଗତି କାମନା କରିଥିଲେ l ଶ୍ରୀଯୁକ୍ତରଣା ଙ୍କ ସାଙ୍ଗରେ ସରକାରୀ ଓକିଲ ରାଧାବଲ୍ଲଵ ପ୍ରଧାନ, ବିଜେଡି ବ୍ଲକ ସଭାପତି ପ୍ରେମ ରାଜ ରଣା, ବିଜେଡି ନେତା । ସୁବ୍ରତ ଖଟୁଆ ସମେତ ଅନ୍ୟ କର୍ମୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକାକୁଳ ପରିବାର ବର୍ଗକୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରି ଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ