Breaking News

ଖଡ଼ି ଅଣ୍ଟା ପ୍ରାଥମିକ କୃଷି ସମବାୟ ସମିତିର ତିନି ଜଣ କର୍ମଚାରୀ ଙ୍କୁ ସାତବର୍ଷ ହେଲାଣି ଦରମା ନ ପାଇବା ରୁ ଧାରଣା ରେ ବସିଛନ୍ତି

 

*ପ୍ଲେସ:-ପଟ୍ଟାମୁଣ୍ଡାଇ*

ଆଜି ପଟ୍ଟାମୁଣ୍ଡାଇ ବ୍ଲକ ର ଅତି ଜଣାଶୁଣା ଖଡିଅଣ୍ଟା ସୋସାଇଟୀ ର ତିନି କର୍ମ ଚାରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ସମ୍ମୁଖରେ ଗଣଧାରଣା ରତ। ତେବେ ଅସଲ କଥା ହେଉଛି ୭ ବର୍ଷ ହେଲା ତିନି ଜଣ ସମବାୟ ସମିତିର କର୍ମଚାରୀ ଦରମା ପାଇ ପାରୁ ନାହାନ୍ତି, 

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )*

Related Articles

Back to top button