Breaking News

ରାଷ୍ଟ୍ରୀୟ ସୋୟାଂ ସେବକ ସଙ୍ଘ ବଡ଼ଚଣା ଖଣ୍ଡ ପକ୍ଷରୁ ଶତାଧି ସ୍ୱାଗତ କାର୍ଯ୍ୟ କ୍ରମ

ରାଷ୍ଟ୍ରୀୟ ସୋୟାଂ ସେବକ ସଙ୍ଘ ର 100ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବଡ଼ଚଣା ଖଣ୍ଡ ଆନୁକୂଲ୍ୟରେ ଶତାଧି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି, 150ଜଣ ଗଣ ବେଶ ଧାରୀ ସୋୟାଂ ସେବକ ପଥ ସଂଚାଳନ କରିଥିଲେ, ବଜାର ପରିକ୍ରମା ପରେ ଶାରୀରିକ ପ୍ରଦର୍ଶନ ବ୍ୟକ୍ତିଗତ ଗୀତ ଓ ଅଭିଭାଷଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା,ଓଡିଶା ପ୍ରାନ୍ତ ପ୍ରଚାରକ ସର୍ବେଶ୍ୱର ବେହେରା ମୁଖ୍ୟ ବକ୍ତା ଓ ବିଶିଷ୍ଟଜ୍ୟୋତିର୍ବିଦ ବିଜୟ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,ଖଣ୍ଡ ସଙ୍ଘ ଚାଳକ ଅକ୍ଷୟ ଗୋଛାୟତ ଖଣ୍ଡ କାର୍ଯ୍ୟ ବାହ ବ୍ରଜ ସୁନ୍ଦର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ସର୍ବେଶ ସେଣ୍ଡ ଧନ୍ୟବାଦ ଦେଇଥିଲେ, ବଡ଼ଚଣା ରୁ ନାର୍ତ୍ତିକ ରାଉତ ଙ୍କ ରିପୋର୍ଟ ସମର୍ଥ ସମାଚାର,

Related Articles

Back to top button