Health
ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବାସ୍ଥ୍ୟ ପରୀକ୍ଷା

କଣ୍ଟାମାଳ: – ୨୬/୦୭/୨୦୨୫ : ସମର୍ଥ ନିୟୁଜ, (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଡ. କାହ୍ନ। ପ୍ରକାଶ ତ୍ରିପାଠୀ, ଫାର୍ମାସିଷ୍ଟ ସମୀର କୁମାର ପାଣିଗ୍ରାହୀ ଏବଂ ଏଏନଏମ ସୁଶ୍ରୀ ସୁପ୍ରଭା ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କର ଆଖି , କାନ, ଚର୍ମ,ହାରନିଆ ପରୀକ୍ଷା କରିଥିଲେ l ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ କାର୍ଯ୍ୟ ସଂପାଦନା କରିଥିବା ବେଳେ, ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ ,ବିକାଶ ସାହୁ ,ନେପାଳ ପ୍ରଧାନ , ଆଚାର୍ଯ୍ୟl ସନ୍ଧ୍ୟାରାଣୀ ମନହିରl , ଝରଣା ପ୍ରଧାନ , ମମିତା ରଣା , ବେଦମତି କୁଦେଇ ,ଖିରାବତି ଭୋଇ,ସାଇବାନୀ ପାତ୍ର ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ