Health
ଗୁରୁ ଦକ୍ଷିଣା ଉତ୍ସବ ଅନୁଷ୍ଠିତ

ପବିତ୍ର ବ୍ୟାସ ଗୁରୁ ପୁର୍ଣ୍ଣିମା ତିଥିଲେ ବୈରୀସ୍ଥ ସହିଦ୍ ଭଗତସିଂ ପ୍ରଭାତ ଶାଖା ପକ୍ଷରୁ ଗୁରୁ ଦକ୍ଷିଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୋଟ ୧୫ ଜଣ ସ୍ୱୟଂ ସେବକ ପାରମ୍ପରିକ ଗଣବେସରେ ସରସ୍ବତୀ ବିଦ୍ୟା ମନ୍ଦିର ଖେଳ ପଡିଆରେ ଏକତ୍ରିତ ହୋଇଥିଲେ।ପ୍ରଥମେ ଗୈରୀକ ଧ୍ୱଜ ଲଗାଇଥିଲେ ଦୀନବନ୍ଧୁ ମହାରଣା,ରାଷ୍ଟ୍ରଗୀତି ଗାନ କରିଥିଲେ ବାଲ୍ ଘଟନାୟକ ପ୍ରସନ୍ନ ଜିତ୍ ମହାରଣା,ସୁଭାଷିତ ପଠନ କରିଥିଲେ କାର୍ଯ୍ୟବାହକ ପ୍ରକାଶ ମିଶ୍ର,ଶାରିରୀକ ଅଭ୍ୟାସ କରାଇଥିଲେ ଗଙ୍ଗା ପ୍ରସାଦ୍ ପରିଡା,ନିମନ୍ତ୍ରିତ ଅତିଥି ଭାବେ ବୈରୀସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁ ଧର ରାଉତ୍,ହିନ୍ଦୁ ଜାଗରଣ ସମିତି ଜିଲ୍ଲା ସହ ସମ୍ପାଦକ ଶିବଶଙ୍କର ସାହୁ,ବରିଷ୍ଠ କାର୍ଯ୍ୟକର୍ତ୍ତା ହରିହର ଦଳେଇ ପ୍ରମୁଖ ଗୁରୁ ଦକ୍ଷିଣା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବାଲ୍ ସ୍ୱୟଂ ସେବକ ରୋସନ୍ ଖିଲାର,ଅଂଶୁମାନ ମହାରଣା,ଦେବଦତ୍ତ।ଦଳାଈ ପ୍ରମୁଖ ଗୁରୁ ଦକ୍ଷିଣା କରିଥିଲେ।
ଶେଷରେ ମୁଖ୍ୟ ଶିକ୍ଷକ ବିଶ୍ବଜିତ୍ ଖିଲାର ଧ୍ୱଜ ଅବତରଣ କରିଥିଲେ।