ଇଶା ହର୍ବାଲ ନୁଆ ମୋଡେଲ ବିଉଟିଶିଆନ ପ୍ରଡକ୍ଟର ଶୁଭାରମ୍ଭ

ଭୁବନେଶ୍ବର ଆଜି ମ୍ୟୁନିସିପାଲଟି ହସ୍ପିଟାଲ ନିକଟସ୍ଥ ହର୍ବାଲ ପ୍ରଡକ୍ଟ ଶୋ ରୁମ୍ ଠାରେ ବିଉଟିଶିଆନ ମାନଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଆଧୁନିକ ପ୍ରଡକ୍ଟ ଗୁଡ଼ିକର ବ୍ୟବହାର ଓ ବଜାର ପ୍ରବେଶକୁ ନେଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୂତନ ଅତ୍ୟାଧୁନିକ ବଜାର ଚାହିଦା ରଖୁଥିବା ହର୍ବାଲ ପ୍ରଡକ୍ଟକୁ ନେଇ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଇସା ହର୍ବାଲ ଚିଫ ଜେନେରାଲ ମ୍ୟାନେଜର ପ୍ରବିନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ହର୍ବାଲ ପ୍ରଡକ୍ଟ ଯାହା ଆଜି ସମଗ୍ର ବିଉଟି ପାର୍ଲର ରେ ବହୁ ମାତ୍ରାରେ ବ୍ୟବହୃତ ହେଉଛି ତା ଉପରେ ସୂଚନା ଦେବା ସହ ଅଗକୁଏହିସବୁ ପ୍ରଡକ୍ଟ ଓଡ଼ିଶା ବାହାରକୁ ଯୋଗାଇ ଦେବାକୁ କଂପାନୀ ପ୍ରସ୍ତୁତ ହେଉଥିବାର କହିଛନ୍ତି। ପାର୍ଶ୍ୱ ପ୍ରତିକ୍ରିୟା ହିନ ଏବଂ ବିଉଟିଶିଆଣ୍ ମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦେଇ ନୂଆକରି ବୀଉଟି ପର୍ଲୋର୍ କରି ରୋଜଗାର କରି ଆତ୍ମ ନିର୍ଭରଶିଲ ହେବାକୁ ସମ୍ପୂର୍ଣ୍ଣ ସହୋଯୋଗ ଦିଆଯାଇଛି। ଆମେ ସବୁ ପ୍ରଡକ୍ଟ ଭଲ ଭାବେ ପରୀକ୍ଷା କରି ସବୁ ଆଡ଼େ ସପ୍ଲାଏ କରୁଛୁ, ଗୋଟେ ଟିମ୍ ହେଇ କମକରୁଛୁ ବୋଲି କହିଛନ୍ତି ଇସା ହର୍ବାଲ ପ୍ରଡକ୍ଟ ର ସିଏମଡି ପ୍ରବୀନା ତ୍ରିପାଠୀ। ଆମେ ଭଲ ଭାବେ ଟ୍ରେନିଂ ନେଇ ପ୍ରଡକ୍ଟ ଗୁଡ଼ିକ ବିଉଟୀ ପାର୍ଲରରେ କମକରୁଛି ବୋଲି କହିଛନ୍ତି ବିଉତିଶିଆନ ସହେନ୍ ସୁଲତାନ। ମୁ ସବୁ ଇସା ହର୍ବାଲ ପ୍ରଡକ୍ଟର ମାର୍କେଟ କରୁଛି ଅନ୍ୟ କମ୍ପାନୀ ମାନଙ୍କର ପ୍ରଡକ୍ଟ କରୁଥିଲି ଏବେ ସମ୍ପୂର୍ଣ୍ଣ ଓଡ଼ିଶା ପ୍ରଡକ୍ଟ ସପ୍ଲାଏ କରି ଖୁସି ଲାଗୁଛି ବୋଲି କହିଛନ୍ତି କମ୍ପାନୀ ମ୍ୟାନେଜର ରାଜ କିଶୋର ସାହୁ
ରିପୋର୍ଟ ଦେବ ପ୍ରସାଦ ମହାନ୍ତି