Breaking News

ଛତିଆ କମ୍ପାନୀ ବଜାର ସ୍ଥିତ ଶାନ୍ତି କୁଟୀର ନନା ଟୁଙ୍ଗି ରେ ଆଜି ନୀଳାଦ୍ରି ବିଜେ ହୋଇଛନ୍ତି

ଛତିଆ କମ୍ପାନୀ ବଜାର ସ୍ଥିତ ଶାନ୍ତି କୁଟୀର ନନା ଟୁଙ୍ଗି ରେ ଆଜି ନୀଳାଦ୍ରି ବିଜେ ହୋଇଛନ୍ତି, ରଥ ଯାତ୍ରା ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଗଜେନ୍ଦ୍ର ସେଣ୍ଡ ଙ୍କ ଦାୟାଦ ସର୍ବେଶ ସେଣ୍ଡ,ପହଣ୍ଡି କାର୍ଯ୍ୟ କରିଥିଲେ,ସହ ସହ ଭକ୍ତ ଙ୍କ ହରିବୋଲ ହୁଳହୁଳିଧୋନି ରେ ଶାନ୍ତି କୁଟୀର ନନା ଟୁଙ୍ଗି ଉଛୁଳି ପଡିଥିଲା, ପୂଜକ ସନ୍ତୋଷ ପାଢ଼ୀ ଭୋଗ ଆଳତି କରିଥିଲେ, ମୁନା ମହାରଣା ଡାହୁକ ଦାୟିତ୍ୱ ତୁଲାଇଥିଲେ, ବିଶ୍ୱ କର୍ମା ପ୍ରଭାତ ଓଝା କମିଟି ସଦସ୍ୟ ରବୀନ୍ଦ୍ର ନାଥ ସନାତନ ସାହୁ ଶିଶିର ନାଥକରୁଣାକର ରାଉଳ ତ୍ରିଲୋଚନ ସେଣ୍ଡ ଜିତେନ୍ଦ୍ର ବେହେରା ତ୍ରିଲୋଚନ ବାରିକ ବଳରାମ ସିଂହ ବିପନ ବେହେରା ଢୁକୁନି ସେଠି ଲଷ୍ମୀଧର ବେହେରା ସତ୍ୟଜିତ ସାମଲ ଇଞ୍ଜିନିଅର ସିଦ୍ଧାର୍ଥ ଶଙ୍କର ସେଣ୍ଡ ଓ ସେଣ୍ଡ ପରିବାରର ଅନ୍ୟ ସମସ୍ତ ସଦସ୍ୟ ପହଣ୍ଡି ବିଜେ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ,ପଟଣାଓ ଛତିଆ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,,ସମସ୍ତଙ୍କୁ ମିଷ୍ଟାର୍ଣଭୋଗ ବଣ୍ଟନ କରାଯାଇଥିଲା,

Related Articles

Back to top button