Breaking News

ଅତିରିକ୍ତ କମିଶନର ଙ୍କୁ ମାଡ଼ ଘଟଣା ରେ ମୋହନା ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ ଠପ।

ଅତିରିକ୍ତ କମିଶନର ଙ୍କୁ ମାଡ଼ ଘଟଣା ରେ ମୋହନା ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ ଠପ। ମୋହନା:0୩/0୭/୨୫(ସୁବିତ କୁମାର ନାୟକ) ଭୁବନେଶ୍ୱର ମହା ନଗର ନିଗମର ଅତିରିକ୍ତ କମିଶନର ମାଡ଼ ଘଟଣା ପ୍ରତିବାଦରେ ଓଏଏସ ଓ ଓଆରଏସ ଅଧିକାରୀ ମାନେ କୌଣସି ସରକାରୀ କାର୍ଯ୍ୟ ହୋଇ ପାରୁନାହିଁ ଯାହା ଫଳରେ ସାଧାରଣ ଜନତା ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ମଧ୍ୟ ଆଜି ଦିନ 10 ଘଣ୍ଟ ସମୟ ରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି l ଜିଲ୍ଲା ର ମୋହନା ବ୍ଲକ କାର୍ଯାଳୟ ଓ ତହସିଲ ଅଫିସ ରେ ଭି କୌଣସି କାର୍ଯ୍ୟ ହେଉ ନ ଥିବା ଦେଖିବାକୁ ମିଳୁଛୁ l ଫଳରେ ଅଞ୍ଚଳ ର ଲୋକ ମାନେ ବିଭିନ୍ନ କାର୍ଯ୍ୟ କୁ ଆସି ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇ ଫେରି ଯାଉଥିବା ଦେଖିବାକୁ ମିଳୁଛି l

Related Articles

Back to top button